Latest Odisha News

BREAKING NEWS

ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ଜଗନ୍ନାଥ ଐତିହ କରିଡର ନକ୍ସା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ସରକାର ଜଗନ୍ନାଥ ଐତିହ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦେବେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର…

ଭାରତ ସମ୍ମୁଖରେ ୧୭୩ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ୧୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ରୋହେଲ ନଜୀର ସର୍ବାଧିକ ୬୨ ଓ…

ସିଏଏ ଓ ଏନ୍‌ଆର୍‌ସି ପ୍ରସଙ୍ଗ: ପୁଣି ଗର୍ଜିଲେ ଦିଦି

ପଶ୍ଚିମବଙ୍ଗ: ସିଏଏ ଓ ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ…

ଜାଣନ୍ତୁ ଓଡ଼ିଶାର ବମକାଇ ବସ୍ତ୍ର ସମ୍ପର୍କରେ…

ଭୁବନେଶ୍ୱର: କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର…

ଆଦିବାସୀମେଳାରେ ଆକର୍ଷଣ ସାଜିଛି ଜନଜାତି ଚିତ୍ରକଳା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିବାବେଳେ ପୂର୍ବଦିନ ଭଳି ଜାତୀୟ ଜନଜାତି ଖାଦ୍ୟମେଳା ଓ ଆଦିବାସୀ ହାଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଜନଜାତି କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନ ସବୁଠାରୁ…

ଡିଫେନ୍ସ ଏକ୍ସପୋ ୨୦୨୦: ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଫେବୃଆରୀ ୫ ଅର୍ଥାତ୍ ଆସନ୍ତାକାଲି ଠାରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଡିଫେନ୍ସ ଏକ୍ସପୋ । ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ । ଏଥିରେ ଆଣ୍ଟି-ସାଟେଲାଇଟ୍‌, ଆସେନ୍ ମିସାଇଲ, ସ୍ୱଦେଶୀ ଫାଇଟର ଜେଟ୍ ଏଲସିଏ ତେଜସ୍ ଓ ଏଲସିଏଚ ହେଲିକପ୍ଟର ମୁଖ୍ୟ…

‘ହୱା ସିଂହ’ର ପୋଷ୍ଟର: ଡିଫରେଂଟ ଲୁକ୍‌ରେ ସୁରଜ

ମୁମ୍ବାଇ: ସାମ୍ନାକୁ ଆସିଲା ଆଗାମି ମୁଭି ‘ହୱା ସିଂହ’ର ପ୍ରଥମ ପୋଷ୍ଟର । ମଙ୍ଗଳବାର ଭାଇଜାନ ସଲମାନ ଖାନ୍ ଏହି ପୋଷ୍ଟରକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ପୋଷ୍ଟର୍‌ରେ ଅଭିନେତା ସୁରଜ ପାଂଚୋଲିଙ୍କୁ ଏକ ଡିଫ୍‌ରେଂଟ ଲୁକ୍‌ରେ ଦେଖିବାକୁ ମିଳିଛି । ସେ କ୍ଷୀର ପିଉ ଥିବା ସହ ତାଙ୍କ…

ବିଜେପିକୁ ରାବଣର ସନ୍ତାନ ସହ ତୁଳନା କଲା କଂଗ୍ରେସ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହାକୁ ନେଇ ଲୋକସଭାରେ ହୋହଲ୍ଲା କରିଛନ୍ତି । ସେ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଛନ୍ତି । ସଂସଦର ଶୂନ୍ୟକାଳରେ…

ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ବିଶ୍ୱ କର୍କଟ ଦିବସ ପାଳନ

ଭୁବନେଶ୍ୱର: କର୍କଟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି…

ସାରା ଦେଶରେ ଏବେ ଲାଗୁ ହେବନି ଏନ୍‌ଆର୍‌ସି: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଲାଗୁ ହେବନି ରାଷ୍ଟ୍ରୀୟ ନାଗରିକ ପଂଜିକା(ଏନ୍‌ଆର୍‌ସି) । ଏନେଇ ଲୋକସଭାରେ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି । ଲୋକସଭା ସାଂସଦ ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର…