ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓୟୁଏଟି ଫାର୍ମ ସିଲ କଲେ କର୍ତ୍ତୃପକ୍ଷ
ଭୁବନେଶ୍ୱର : ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ଭୁବନେଶ୍ୱର ଓଡିଶା କୃଷି ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ଥିବା ଫାର୍ମକୁ ସିଲ କରି ନାଲି ପତାକା ଲଗାଇଲେ ପ୍ରାଣୀ ସମ୍ପଦ ବିଭାଗ । କେନ୍ଦ୍ରୀୟ ଟିମ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସିଡିଭିଓ ଖୋର୍ଦ୍ଧା, ପ୍ରାଣୀ ସମ୍ପଦ ବିଭାଗର…