ଫଳ ଓ ପନିପରିବା ସତେଜ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ !
ଭୁବନେଶ୍ୱର: ଫଳ ହେଉ ଅବା ପନିପରିବା ଏଗୁଡ଼ିକୁ ଘରେ ବେଶି ଦିନ ସାଇତି ରଖିବା ସମ୍ଭବପର ନୁହେଁ। ଫ୍ରିଜ୍ରେ ରଖିଲେ ମଧ୍ୟ ଏହା ବେଶି ଦିନ ରୁହେ ନାହିଁ, ଶୀଘ୍ର ନଷ୍ଟ ହୋଇଯାଏ।
ତେବେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଟିପ୍ସ ...
ଟମାଟରକୁ ଫ୍ରଜି୍ରେ…