କାଲିଠୁ ରାଜ୍ୟରେ ବର୍ଷା, ୪ ତାରିଖରୁ ଛେଚିବ
ଭୁବନେଶ୍ୱର: ଚଳିତବର୍ଷ ଏଯାଏଁ ରାଜ୍ୟରେ ଲୁଚକାଳି ଖେଳିଛି ମୌସୁମୀ । ଶ୍ରାବଣରେ ଆକାଶରୁ ଅଗ୍ନି ବର୍ଷିଛି । ଚାଷୀର ଚିନ୍ତା ବଢ଼ିଥିବା ବେଳେ ପାଣିପାଗ ବିଭାଗ ଆଶ୍ୱସ୍ତିଖର ଖବର ଦେଇଛି । କାଲିଠୁ ରାଜ୍ୟରେ ବର୍ଷା ହେବ । ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗାପସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି…