ଚିକିତ୍ସା ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲେ କଟକ: ବାଟରେ ଜଗିଥିଲା ମୃତ୍ୟୁ
ବାଲେଶ୍ବର: ରୋଗ ଭଲ କରିବାକୁ ମନରେ ଆଶା ବାନ୍ଧି ପଶ୍ଚିମବଙ୍ଗରୁ ଆସୁଥିଲେ କଟକ । ହେଲେ କିଏ ଜାଣିଥିଲେ ବାଟରେ ଜଗିଥିଲା ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ସକାଳୁ ସକାଳୁ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଏଥିରେ ପ୍ରାଣ ହରାଇଛନ୍ତି ଦୁଇ ବ୍ୟକ୍ତି,…