କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା
ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।
ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ…