Latest Odisha News

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଉଭଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜୋର ଧରିଛି । ବଲିଉଡରେ ହଟଚମଟ । ବିହାର ପୋଲିସର ତଦନ୍ତ ପରେ ରାଜନୀତି ବି ଆରମ୍ଭ ହେଲାଣି । ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ପାଟଣା ପୋଲିସ । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ…

ତ୍ୱଚା ଚମକାଇବ କମଳା ଚୋପା ଫେସ ପ୍ୟାକ !

ଭୁବନେଶ୍ୱର: ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର ପ୍ରାୟ ସମସ୍ତେ କରିଥାଆନ୍ତି। ମାତ୍ର ଏସବୁ ତ୍ୱଚାରେ ଚମକ ଆଣିବା ବଦଳରେ ଆହୁରି ଖରାପ କରିଦିଏ । ଏସବୁରେ ଥିବା କେମିକାଲ ଭାଗ ତ୍ୱଚା ପ୍ରତି ହାନିକାରକ ହୋଇଥାଏ ।…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଯେତିକି ବର୍ଷା ହେବା କଥା ତାଠାରୁ ୧୨ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ, କିଛିଦିନ ଅନ୍ତରାଳେ ପୁଣି ଭିଜିବାକୁ ଯାଉଛି…

୩ ଦିନ ପାଇଁ ଏହି ଜିଲ୍ଲାରେ ଲାଗୁ ହେଲା ସଟଡାଉନ କଟକଣା

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ ରଖାଯିବ। ତେଜରାତି, ପାରିବା,…

କର୍ଣ୍ଣାଟକର ମନ୍ତ୍ରୀ ବି. ସି. ପାଟିଲଙ୍କୁ କରୋନା

ବେଙ୍ଗାଳୁରୁ: କର୍ଣ୍ଣାଟକରେ ମନ୍ତ୍ରୀ ବି. ସି. ପାଟିଲ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ଏହି ସୂଚନା ଦେଇଛନ୍ତି ବି. ସି. ପାଟିଲ । ଟ୍ୱିଟ୍ କରି ସେ ଲେଖିଛନ୍ତି, କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ବେଙ୍ଗାଳୁରୁ ସ୍ଥିତ ଘରେ…

ଆଜିଠୁ ନବରଙ୍ଗପୁରରେ ଝୁଲିଲା ତାଲା

ନବରଙ୍ଗପୁର: ରାଜ୍ୟରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକ ନିଜ ନିଜ ଅଞ୍ଚଳରେ କଟକଣା କଡାକଡି କରୁଛନ୍ତି। ତେବେ ଏହି କ୍ରମରେ ଯୋଡି ହୋଇଛି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଶନିବାର ସକାଳ ୫ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି…

ମୋଦିଙ୍କ ରାସ୍ତାରେ ଟ୍ରମ୍ପ, ଚାଇନା ଆପ୍ ଟିକଟକ୍ ଉପରେ ଲଗାଇବେ ବ୍ୟାନ୍ !

ଓ୍ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ସାବାଡ କରିବା ପାଇଁ ଭାରତ ଭଳି ଆମେରିକା ଖୁବ ଶୀଘ୍ର ଚାଇନା ଆପ୍ ଟିକଟକ୍ ଉପରେ ବ୍ୟାନ ଲଗାଇବ । ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିକଳ୍ପ ଉପରେ ଚିନ୍ତା କରୁଛନ୍ତି…

ବଢୁଛି ସଂକ୍ରମଣ: ଦୁଇଦିନ ପାଇଁ ସଟଡାଉନ ଘୋଷଣା ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ: ଅନ୍ୟ ଜିଲ୍ଲା ଭଳି ଅନୁଗୁଳରେ ମଧ୍ୟ ଧୀରେଧିରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧ ଓ ୨ ତାରିଖ ଦୁଇ ଦିନିଆ ସଟଡାଉନ ଘୋଷଣା ଜରାଯାଇଛି। ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଦେଇଥିବା ସୁଚନା ଅନୁଯାୟୀ, ସମସ୍ତ ସାପ୍ତାହିକ ବଜାର ଏବଂ…

କାଳ ହେଲା ନିରୀହ ଭଉଣୀର ସ୍ନେହ : ଚାଲିଗଲା ଅଢେଇ ମାସ ଶିଶୁର ଜୀବନ

ନୋଏଡା: ରା' ଧରି କାନ୍ଦୁଥିଲା ଅଢ଼େଇ ମାସର ଭାଇ । ତାକୁ ଚୁପ କାରିବାକୁ ନିରୀହ କୁନି ଭଉଣୀ ଭାଇକୁ ଖୁଆଇ ଦେଲା ଚକୋଲେଟ। ମାତ୍ର ଚଳାଲେଟଟି ଅଢେଇ ମାସ ପିଲାର ଫସି ଯିବାରୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇ ଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୋଏଡା ସେକ୍ଟର-୮୧ରେ । ଏଠାକାର ବାସିନ୍ଦା…

କେମିତି କଟିବ ଆଜିର ଦିନ…

ରାଶି ଫଳ  ତା ୦୧-୮-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧ ରିଖ ଶନିବାର କର୍କଟ ୧୭ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶି…