Latest Odisha News

ସେନା ଉପରେ ନିର୍ମିତ ଫିଲ୍ମ ଓ ୱେବସିରିଜ ପ୍ରସାରଣ ପୂର୍ବରୁ ଏନଓସି ନେବାକୁ ହେବ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନଙ୍କ ଉପରେ ନିର୍ମିତ ଫିଲ୍ମ ଏବଂ ୱେବସିରିଜ ଗୁଡିକୁ ପ୍ରସାରଣ କରିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ ଏନଓସି (ନୋ ଅବଜେକସନ୍ ସାର୍ଟିଫିକେଟ୍‌) ନେବାକୁ ପଡିବ । ଫିଲ୍ମ ତଥା ୱେବସିରିଜରେ ସେନା ଓ ସେନାର ବର୍ଦ୍ଦିକୁ ଅପମାନ ଜନକ ଭାବେ ଚିତ୍ରିତ…

ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ

ଗଞ୍ଜାମ: ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମୁଛି । ଜିଲ୍ଲାବାସୀ କୋଭିଡ୍ କଟକଣାକୁ ମାନୁଥିବାରୁ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

୮ କୋଭିଡ ଯୋଦ୍ଧାଙ୍କ ସହ ମାଲକାନଗିରିରୁ ଚିହ୍ନଟ ହେଲେ ୩୦ ନୂଆ ପଜିଟିଭ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରୁ ଚିହ୍ନଟ ହୋଇଛନ୍ତି ୩୦ ଜଣ ନୂଆ ଆକ୍ରାନ୍ତ। ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୮ ଜଣ କୋଭିଡ ଯୋଦ୍ଧା ଓ ଅନ୍ୟ ୨୨ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ମାମଲା । ଏହି ୩୦ ଟି ମାମଲା ଜିଲ୍ଲାର ୧୨ ଟି ବ୍ଲକରୁ ଚିହ୍ନଟ…

ଦକ୍ଷିଣରେ କରୋନା କାୟା: ଗଞ୍ଜାମରେ ଖସୁଛି, ରାୟଗଡ଼ା ଓ ଗଜପତିରେ ମାଡୁଛି

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନାର ନାଲି ଆଖି । ମାଡ଼ି ମାଡ଼ ଚାଲିଛି । ଗଞ୍ଜାମ ପରେ ଗଜପତି ଓ ରାୟଗଡ଼ା । ଯଦିଓ ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି, କିନ୍ତୁ ଚିନ୍ତା ବଢ଼ାଇଛନ୍ତି ରାୟଗଡ଼ା ଓ ଗଜପତି ଜିଲ୍ଲା । ଗଜପତି, ରାୟଗଡ଼ା ଟେନସନ୍ ଗତ ୨୪ ଘଣ୍ଟାରେ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।…

ରାଜ୍ୟରେ ଉପରମୁଁହା କରୋନା ଗ୍ରାଫ: ୨୪ ଘଣ୍ଟାରେ ୧୬୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୬୦୨ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ବେଲଗାମ୍ ହେଲାଣି ସଂକ୍ରମଣ: ୨୪ ଘଣ୍ଟାରେ ୫୭ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୭,୧୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୪ ଜଣଙ୍କର ଜୀବନ…

ଏସବୁ ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

ପୁଡୁଚେରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ବଢ଼ିଲା ଲକଡାଉନ୍ ଅବଧି । ଆସନ୍ତା ୩୧ ତାରିଖ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲିବ ଦୋକାନ ବଜାର । ତେବେ…

ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୨ ମୃତ

ଲାକନୋ: ଉତ୍ତର ପ୍ରଦେଶର ନୋଏଡା ସେକ୍ଟର୧୧ ରେ ଶୁକ୍ରବାର ଦିନ ଏକ ନିର୍ମାଣଧିନ କୋଠା ଭୁଶୁଡି ପଡିଛି । ଏହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଖବର…

ରୋଗୀ କରୋନା ପଜିିଟିଭ ପରେ ସାଲେପୁରରେ ଘରୋଇ ନର୍ସିଂ ହୋମ୍ ସିଲ୍

ସାଲେପୁର (କଟକ): ସାଲେପୁରରେ ଥିବା ଶ୍ରୀରାମ ନର୍ସିଂ ହୋମ୍ ସିଲ୍ । ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସିଲ୍ କରିଛି ପ୍ରଶାସନ । ଏହି ଘଟଣା ପରେ ନର୍ସିଂ ହୋମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ…