ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ୨ ଛାତ୍ର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ ୨୪ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ପୋଲିସ ୨ ଛାତ୍ରଙ୍କୁ ଗିରଫ କରିଛି ।
ଗିରଫ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ପଢୁଥିବା ବେଳେ ଅନ୍ୟଜଣେ ଗ୍ରାଜୁଏଟ୍ ଛାତ୍ର ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।
ସେହିପରି ସୋମବାର…