ବିନ୍ଦୁ ସାଗରରୁ ଅଯୋଧ୍ୟା ଗଲା ପବିତ୍ର ଜଳ
ଭୁବନେଶ୍ୱର: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ବିଭିନ୍ନ ତୀର୍ଥ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରୁ କଣ୍ଟେନର ଭର୍ତ୍ତି ଜଳ ଅଯୋଧ୍ୟାକୁ ପଠାଯାଇଛି ।
ଏହି…