ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି, ପୀଡିତା ବୟାନ ବଦଳାଇଲେ
ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି । ବର୍ଷକ ତଳେ ତାଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିବା ପୀଡିତା କୋର୍ଟରେ ନିଜୟ ବୟାନ ବଦଳାଇଛନ୍ତି । ୨୩ ବର୍ଷୀୟା ଏହି ଆଇନ ବିଭାଗ ଛାତ୍ରୀ ସମସ୍ତ ସଙ୍ଗୀନ ଅଭିଯୋଗକୁ…