ରଥଯାତ୍ରା: ପୁରୀରେ ପହଞ୍ଚିଲା ରଥକାଠ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜରୁ କାଠ ଆସି ପୁରୀରେ ପହଞ୍ଚିଛି । ଏଥିସହିତ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ ।
ପୁରୀ…