ଶୋଇଥିବା ବେଳେ ନାବାଳିକାଙ୍କ ଉପରେ ଫିଙ୍ଗିଲେ ଏସିଡ୍
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଅଘଟଣ ଘଟିଛି ।
ସୂଚନାନୁଯାୟୀ ଗୋନଡା ଜିଲ୍ଲାରେ ୩ ଜଣ ଦଳିତ ନାବାଳିକା ଭଉଣୀଙ୍କ ଉପରେ କେହି ଏସିଡ୍ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକା ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…