Latest Odisha News

BREAKING NEWS

ଭୁବନେଶ୍ୱରର କଳ୍ପନା ଛକ ଭେଣ୍ଡିଂଜୋନରେ ଅଗ୍ନିକାଣ୍ଡ; ଜଳିଗଲା ଫଳ ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଓଭର ବ୍ରିଜ୍ ନିକଟରେ ଥିବା ଫଳ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଫଳ ଦୋକାନ ଜଳିପୋଡି ପାଉଂଶ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ନିଆଁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୪-୧-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୪ ରିଖ ଶୁକ୍ରବାର ମକର ୧୦ଦିନ ମାଘମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ…

ଇଟାଲୀର ଭୟାନକ ଅଶୁଭ ଦ୍ୱୀପ; ଯେଉଁଠିକୁ ଯିବା ବିପଦପୂର୍ଣ୍ଣ !

ଭୁବନେଶ୍ୱର: ଇଟାଲୀର ମନଲୋଭା ପର୍ଯ୍ୟଟନ ସ୍ଥଳୀ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଇଟାଲୀର ଏହିପରି ଏକ ଦ୍ୱୀପ ଅଛି ଯାହାକୁ ଅଶୁଭ ଭାବେ ବିବେଚନା କରାଯାଏ । ଗୋୟଲା ନାମକ ଏହି ଦ୍ୱୀପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହା ଲୋକଙ୍କ…

ମୁକ୍ତି ସଂଗ୍ରାମରେ ବୀର ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: କାଳେ କାଳେ ଦେଶ ଓ ମାତୃ୍ମଭୁମୀର ରକ୍ଷା ପାଇଁ ଯେଉଁ ମହୀୟାନ ବୀରପୁରୁଷମାନେ ସମୟପଯୋଗୀ ଉଦ୍ୟମ, ଜୀବନବ୍ୟାପୀ ସଂଗ୍ରାମ କରି ନିଜକୁ ଶେଷ କରିଦେଇଛଛି, ସେମାନଙ୍କ ମଧ୍ୟରେ ଓଡିଆ ପାଇକ ଅର୍ଥାତ କ୍ଷତ୍ରୀୟ ଜାତି ଅନ୍ୟତମ । ଦେଶ ସ୍ୱାଧୀନତା ପାଇଁ କ୍ଷତ୍ରୀୟ ମାନଙ୍କର ସର୍ବୋତ୍କୃଷ୍ଟ…

ଫିଲ୍ମ ଫେୟାରରେ ଓଡ଼ିଶାର ‘ନୱାବ’; ପୁରସ୍କୃତ ହେବ ଦୟାନିଧିଙ୍କ ସର୍ଟ ମୁଭି

ମୁମ୍ବାଇ: ଫିଲ୍ମ ଫେୟାର ପୁରସ୍କାର ପାଇବ ଓଡ଼ିଶାର ‘ନୱାବ’ । ଓଡ଼ିଆ ପୁଅ ଦୟାନିଧି ଦହିମାଙ୍କ ନିର୍ମିତ ସର୍ଟ ଫିଲ୍ମ ‘ନୱାବ’ ଚଳିତ ବର୍ଷ ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ମନୋନିତ ହୋଇଛି । ବେ ପୁରସ୍କାର ପାଇଁ ସିନେମା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ କ୍ଷୁଦ୍ର…

ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !

ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ 'ଆରଆରଆର'ରେ ଅଭିନୟ କରିବେ । ୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ…

ଭାରତୀୟ ମୁକ୍ତି ସଂଗ୍ରାମରେ ଓଡ଼ିଆ ସଂଗ୍ରାମୀ…

ଭୁବନେଶ୍ୱର: ଭାରତର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ ବା ଇତିହାସ । ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା। ଏହି ସ୍ୱାଧୀନତା ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୋର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ…

ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ

ଭବାନୀପାଟଣା: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ…

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ, ୧୦ଟି ରୋଚକ କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା... ଆମ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩ ବର୍ଷ…

ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ । ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ସାବିତ୍ରୀଙ୍କ ନାଁରେ ମୋହର ବାଜିଛି । ଏନେଇ ସୁପ୍ରିମକୋର୍ଟ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ ସାବିତ୍ରୀ ରଥ ଏବେ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି । ଗଲା…