Latest Odisha News

BREAKING NEWS

ଭିଡିଓ ଖାକି ବର୍ଦ୍ଦିର ଦାଦାଗିରି, ଯୁବତୀଙ୍କୁ ପୋଲିସ ବାବୁଙ୍କ ନିିର୍ଘାତ ମାଡ !

ଝାଡଖଣ୍ଡ: ରକ୍ଷକ ସାଜିଛି ଭକ୍ଷକ । ନିଜ ସମସ୍ୟା ନେଇ ଥାନାକୁ ଯାଇଥିବା ଜଣେ ଯୁବତୀଙ୍କୁ ଥାନା ଅଧିକାରୀଙ୍କ ନିର୍ଘାତିଆ ମାଡ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ଯାଂଚ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ । ପ୍ରେମ ବିବାହ ସମ୍ଭନ୍ଧୀୟ ସମସ୍ୟା ନେଇ ଝାଡଖଣ୍ଡ…

ଅନ୍‌ଲାଇନ୍ କ୍ଲାସ ବେଳେ ଫାଟିଗଲା ମୋବାଇଲ

ପୁରୀ: ପାଠ ପଢ଼ିଲା ବେଳେ ଫାଟିଗଲା ମୋବାଇଲ । ଅନ୍‌ଲାଇନ୍ କ୍ଲାସ ଚାଲିଥିବା ବେଳେ ମୋବାଇଲ ଫାଟି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ପୁରୀ ବାଲିଘାଇ ଆଦର୍ଶ ନଗର ଅଂଚଳରେ । ସୂଚନା ଅନୁସାରେ ପୁରୀ ବାଲିଘାଇ ଅଂଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ…

ଭାରତୀୟଙ୍କୁ କ୍ଷମା ମାଗିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଅଜାଣତରେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବଡ ପୁଅ କ୍ଷମା ମାଗିଛନ୍ତି । ୨୯ ବର୍ଷୀୟ ୟେର ନେତ୍ୟାନେହୁ ସୋସିଆଲ ସାଇଟରେ ମାଆ ଦୁର୍ଗାଙ୍କ ଏକ ଫଟୋ ଶେୟାର କରିଥିଲେ । ଏଥିରେ ଲିୟାତ ବେନ ଅରୀଙ୍କ ମୁହଁ…

ଖୋଲିବ ଆଉ ୩ ପ୍ଲାଜମା ବ୍ୟାଙ୍କ, କେହି ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟରେ ଏବେ ୪ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପ୍ଲାଜମା ଥେରାପିରୁ ସୁଫଳ…

ଭୁବନେଶ୍ୱରରେ ଆଉ ୨୧୫ ପଜିଟିଭ ଚିହ୍ନଟ, ୨୩ଶହ ଡେଇଁଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ହଜାରେ ରୁ ୧୫ଶହ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ୱର ମଧ୍ୟ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି । ଆଜି ଭୁବନେଶ୍ୱରରେ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିଛନ୍ତି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ଉଦ୍‌ଘାଟିତ ହୋଇଛି । ପୂର୍ବରୁ କଟକ ଏସ୍‌ସିବି ସହ ଅନ୍ୟ ତିନୋଟି କୋଭିଡ…

ମନରେଗା କାମରେ ଦୁର୍ନୀତି ହୋଇଛି: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମନରେଗା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଲା ବିଜେପି । ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ । ଶ୍ରମିକଙ୍କ ବଦଳରେ ଜେସିବି ଓ ଟ୍ରାକ୍ଟର ରାତିଅଧିଆ କାମ କରୁଛନ୍ତି । ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି । ଏକ ସାମ୍ବାଦିକ…

ଦିଲୀପ ବେହୁରାଙ୍କ ସାଇକେଲ ଓ ଆମ ସାହିତ୍ୟର ଅଜଣା ଗତିପଥ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରସିଦ୍ଧ ଔପନ୍ୟାସିକ ଏଚ.ଜି.ୱେଲ୍ସଙ୍କର ଗୋଟେ ଉପନ୍ୟାସ ଅଛି- The wheels of chance- A holiday adventure. ପୃଥିବୀରେ ଯେତେବେଳେ ନୂଆ ନୂଆ ବାଇ ସାଇକଲ ତିଆରି ହୋଇଥିଲା, ତା ପରର ପୃଷ୍ଠଭୂମିକୁ ନେଇ ଏ ଉପନ୍ୟାସ। ୱେଲ୍ସ ତାଙ୍କ ନାୟକର…

କଟକରୁ ୬୦ ନୂଆ କରୋନା ପଜିଟିଭ; ସିଏମସିରୁ ସର୍ବାଧିକ ଚିହ୍ନଟ

କଟକ: କଟକରେ ମଙ୍ଗଳବାର ଦିନ ୬୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ପରିବା ବିକାଳୀ ସାରଦାଙ୍କୁ ଚାକିରି ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଭିତରେ ଶ୍ରମିକଙ୍କ ସହାଯ୍ୟ କରି ପ୍ରଶଂସା ସାଉଟିଥିବା ବଲିଉଡ ଷ୍ଟାର ସୋନୁ ସୁଧ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ହାଇଦ୍ରାବାଦର ଜଣେ ସଫ୍‌ଟଓ୍ଵୟାର ଇଞ୍ଜିନିୟର ରୁ ପରିବା ବିକାଳୀ ସାଜିଥିବା ଯୁବତୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବା ସହ…