Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୦ ରିଖ ସୋମବାର ମକର ୦୬ଦିନ ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମିଥୁନ…

ମସଜିଦ ଉପରେ ମିସାଇଲ ମାଡ: ୮୦ ସୈନ୍ୟ ମୃତ

ୟେମେନ: ମସିଜଦରେ ନମାଜ ପାଠ ବେଳେ ମିସାଇଲ ମାଡ । ୟେମେନର ମରିବ ଅଚଂଳରେ ହୁତୀ ବିଦ୍ରୋହୀମାନେ ମିସାଇଲ ଓ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ୮୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନେକ ଯବାନ ଆହତ ହୋଇଛନ୍ତି । ମସ୍‌ଜିଦ୍‌ରେ ସୈନିକମାନେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ…

ଷ୍ଟିଲ୍ ସିଟିରେ ଅପରାଧ ରୋକିବାକୁ ରାଉରକେଲା ପୋଲିସର ତତ୍ପରତା

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଦିନକୁ ଦିନ ବଢୁଥିବା ଅପରାଧିକ ଘଟଣାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏସପି କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷର ଆରମ୍ଭ କରାଯାଇଛି । ଯାହାକୁ ପୋଲିସ ଡିଜି ଅଭୟଙ୍କ ଦ୍ୱାରା ରବିବାର ଦିନ ପ୍ରତିଷ୍ଠା କରାଯାଇଥିଲା । ଏହାବ୍ୟତିତ…

ବେଙ୍ଗାଲୁରୁରେ ‘ବିରାଟ’ ବିଜୟ:୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁରେ ବିଜୟ ବାନା ଉଡାଇଲା ଭାରତ । ଦିନିକିଆ ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ମାତ ଦେଲା ବିରାଟ ବାହିନୀ । ୧୫ଟି ବଲ୍ ବାକି ଥାଇ…

ଜମ୍ମୁ-କାଶ୍ମୀର ବୁଲିଲେ ୯ କେନ୍ଦ୍ରମନ୍ତ୍ରୀ: ଲୋକଙ୍କୁ ପଚାରିଲେ ଭଲମନ୍ଦ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୫ ମାସ ପରେ ପ୍ରଥମଥର ପାଇଁ ଆଜି ଘାଟି ଅଚଂଳ ଗସ୍ତ କରିଛନ୍ତି ମୋଦି ସରକାରଙ୍କ ୯ ଜଣ କେନ୍ଦ୍ରମନ୍ତ୍ରୀ । ଜମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘାଟି ଅଂଚଳରୁ ଧାରା ୩୭୦ ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଶ୍ରୀଲଙ୍କାରୁ ଫେରିଲେ ଫସି ରହିଥିବା ୧୧ ଓଡିଆ ଶ୍ରମିକ

ଭୁବନେଶ୍ୱର: କାମ ଅନ୍ୱେଷଣ ତଥା ପେଟ ପାଟଣା ପାଇଁ ଶ୍ରୀଲଙ୍କା ଯାଇଥିଲେ କିଛି ଓଡିଆ ଶ୍ରମିକ । ପରବର୍ତ୍ତୀ ସମୟରେ ସେଠାରେ ଠିକାଦାରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ ପ୍ରାୟ ୧୧ ଜଣ ଶ୍ରମିକ । ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଓଡିଆ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ଲାଗି…

ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନରେ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଦ୍ୱିତୀୟ ବର୍ଣ୍ଣାଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା ।…

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ…

ଦିନିକିଆରେ ୯ ହଜାର ରନ ପୂରଣ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଦିବାରାତ୍ର ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୯,୦୦୦ ରନ ପୂରଣ କରିଛନ୍ତି । 9000 and counting.... Rohit…

ସ୍ମିଥଙ୍କ ଶତକ; ଶୃଙ୍ଖଳା ଜିତିବାକୁ ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଜିତିବାକୁ ହେଉଛି କଡ଼ା ଟକ୍କର୍ । ଭାରତ ସାମ୍ନାରେ କଙ୍ଗାରୁ ଦଳ ଲଢୁଆ ୨୮୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । #TeamIndia need 287 runs to win the 3rd ODI and the…