Latest Odisha News

BREAKING NEWS

ପୋଲିସ ହାବୁଡରେ କରୋନା ବାବା !

ହାଇଦ୍ରାବାଦ: କରୋନା ଭାଇରସ୍‌ର ଚିକିତ୍ସା କରିବା ନେଇ ପ୍ରଚାର ଜଣେ ଭଣ୍ଡବାବାକୁ ମହଙ୍ଗା ପଡିଛି । ଲୋକଙ୍କୁ ଠକିବା ଅଭିଯୋଗରେ ଜଣେ ଭଣ୍ଡବାବା ଓ ତାଙ୍କ ସହଯୋଗୀ ହାଇଦ୍ରାବାଦରେ ଗିରଫ ହୋଇଛନ୍ତି । କରୋନା ବାବା ଭାବେ ପରିଚିତ ମହମ୍ମଦ ଇସ୍ମାଇଲ ଓ ତାଙ୍କ ସହଯୋଗୀଙ୍କୁ ଶନିବାର ସାଇଦ୍ରାବାଦ…

କାରଗିଲ୍ ବିଜୟ ଦିବସ; ଓଡିଶାର ବୀର ସହିଦଙ୍କୁ ଆଜିବି ଝୁରୁଛି ଜନ୍ମମାଟି

ଭୁବନେଶ୍ୱର: ମାତୃଭୂମି ପାଇଁ ସଂଗ୍ରାମ କରୁଥିବା ବେଳେ ସାହସୀ ବୀର ଯବାନମାନେ କାରଗିଲ୍ ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିଲେ । ‘କାରଗିଲ୍ ବିଜୟ ଦିବସ’ ଅବସରରେ ବୀର ସହିଦଙ୍କୁ ମନେ ପକାଇଛନ୍ତି ଦେଶବାସୀ। ଦେଶ ମାତୃକାର ରକ୍ଷା କରିବାକୁ ଯାଇ ସହିଦ ହୋଇଥିବା ବୀର ଯବାନମାନଙ୍କ ମଧ୍ୟରେ କିଛି…

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜୟପୁର: ଜାରି ରହିଛି ରାଜସ୍ଥାନୀ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା…

ଆଇପିଏଲ ପ୍ରସ୍ତୁତି: ବ୍ୟାଟ କିଣିଲେ ରାଇନା, ପନ୍ତ

ମିରଟ:ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ତାରିଖ ସ୍ପଷ୍ଟ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି । ଫ୍ରାଚାଂଇଜ ଏବଂ ଖେଳାଳିମାନେ ମଧ୍ୟ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସୁରେଶ ରାଇନା ଏଥିପାଇଁ ନୂଆ ବ୍ୟାଟ କିଣିଥିବା…

ରେକର୍ଡ, ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩୬ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ରେକର୍ଡ କଲା ଭାରତ । ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ଆକ୍ରାନ୍ତ । ଗତ ୨୪ ଘଂଟାରେ ୩୬ ହଜାର ୧୪୫ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ସୁସ୍ଥତା ହାର ୬୩.୯୨%କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୮ଲକ୍ଷ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ସର୍ବାଧିକ ୮୬୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୬୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1287390679191048192?s=19…

କରୋନା ଭାଇରସ : ଉତ୍ତରକୋରିଆରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା

ପ୍ୟୋଙ୍ଗୟଙ୍ଗ: ଶେଷରେ ଉତରକୋରିଆରେ କରୋନା ପଂହଚିଲା । ରିପୋର୍ଟ ମୁତାବକ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ଉତରକୋରିଆ ଆସିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇବା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ…

ରହେମାନଙ୍କ ସନ୍ଦେହ ଦୂର କଲେ ଶେଖର କାପୁର, ଓସ୍କାର ସମ୍ମାନ ବଲିଉଡରେ ମୃତ୍ୟୁ ସହ ସମାନ

ମୁମ୍ବାଇ: ଭାରତୀୟ ଫିଲ୍ମ ଦୁନିଆରେ ଦୁଇ ମହାରଥୀ ସଙ୍ଗୀତକାର ଏଆର ରହେମାନ ଏବଂ ନିର୍ଦ୍ଦେଶକ ଶେଖର କାପୁର ଖୋଲାଖୋଲି ଭାବେ ବଲିଉଡର ପକ୍ଷପାତିତା ଏବଂ ଅପାରଗ ପଣିଆକୁ ପଦାରେ ପକାଇଛନ୍ତି । ଦିଲ ବେଚାରା ଫିଲ୍ମରେ ସଙ୍ଗୀତ ଦେଇ ରହେମାନ ପୁଣି ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ରବିବାର…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ଭଞ୍ଜନଗର ଏସଡିଏମ

ବ୍ରହ୍ମପୁର: ଭଞ୍ଜନଗରର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ରାଜେନ୍ଦ୍ର ମିଞ୍ଜ କରୋନାରୁ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟରେ ଯୋଗ ଦେବା ପରେ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କୁ ସ୍ୱାଗତ କରିଛନ୍ତି ।…

ଟଙ୍କା ନଦେବାରୁ ଅଧା ରାସ୍ତାରେ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା: ଟଙ୍କା ଦିଅ, ନହେଲେ ଆମ୍ବୁଲାନ୍ସରୁ ଓହ୍ଲାଅ । କରୋନା ରୋଗୀଙ୍କ ଆଗରେ ଏଭଳି ଦାଦାଗିରି ଦେଖାଇଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କେବଳ ସେତିକି ନୁହେଁ ଗୁରୁତର ରୋଗୀଙ୍କ ଠାରୁ ଅକ୍ସିଜେନ୍ ପାଇପ୍ ମଧ୍ୟ କାଢ଼ିବାକୁ ପଛଇନି । ଏଭଳି ଘଟଣା ଘଟିଛି କୋଲକାତାରେ । କୋଲାକାତାର…