Latest Odisha News

BREAKING NEWS

ଗଞ୍ଜାମରେ ୯ ହଜାର ଡେଇଁଲା କରୋନା ସଂକ୍ରମଣ; ନୂଆ ୪୯୧ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୧ ଜଣ କରୋନା ଯୋଦ୍ଧା ରହିଛନ୍ତି…

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ରୋଗୀଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବାକୁ କୁନି ପୁଅ ହାତ ଯୋଡି ନେହୁରା ହେଲା । ହେଲେ କେହି ଶୁଣିଲେନି ତା କଥା । ଶେଷରେ ଘର ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଗଞ୍ଜାମ…

ଆସାମରେ ବନ୍ୟା ବିତ୍ପାତ; ୫୫ ଲକ୍ଷ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ଯୋଗୁଁ ୩୦ ଜିଲ୍ଲାର ପାଖାପାଖି ୫୫ ଲକ୍ଷରୁ ଅଧିକ ଲୋକମାନେ ପ୍ରଭାବିତ ହୋଇଛନ୍ତି। ଏହାଛଡା ୬୧୫ଟି ରିଲିଫ୍ କ୍ୟାମ୍ପ କରାଯାଇଥିବା ବେଳେ ପ୍ରାୟ ୧୦୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏଭଳି…

ଦୀଘାରୁ ମିଳିଲା ୭୮୬ କେଜି. ଓଜନର ମାଛ

ବାଲେଶ୍ୱର: ଓଡିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଦୀଘା ମୁହାଣରୁ ସୋମବାର ସକାଳେ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ମତ୍ସଜୀବୀ ମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଥିଲେ। ଯାହାର ଓଜନ ପାଖାପାଖି ୭୮୬ କେଜି.…

ଶ୍ରାବଣରେ ଜଳୁଛି ଓଡ଼ିଶା, ପାରଳାଖେମୁଣ୍ଡିରେ ପ୍ରଚଣ୍ଡ ଖରା

ଭୁବନେଶ୍ୱର: ଆଷଢ଼ ଯାଇ ଶ୍ରାବଣ ଆସିଲାଣି । ହେଲେ ବର୍ଷାର ଦେଖାନାହିଁ । ଶ୍ରାବଣରେ ଜଳୁଛି ଓଡ଼ିଶା । ରାଜ୍ୟରେ ମୌସୁମୀ ପ୍ରବେଶ କରିଛି ସତ । ହେଲେ ବର୍ଷା ଯେତିକି ହେବା କଥା ସେତିକି ମାତ୍ରାରେ ହୋଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ,…

ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ମାସରେ ବାହାରିବ ଯୁକ୍ତ ୨ ରେଜଲ୍ଟ । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଘୋଷଣା କରିଛନ୍ତି । ଆସନ୍ତା ମାସ ବା ଅଗଷ୍ଟ ମାସ ୩ୟ ସପ୍ତାହରେ +୨ ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଛି । ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରଥମେ ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ…

ଆଇଏଏସ୍ ସ୍ତରରେ ଅଦଳବଦଳ; ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ କ୍ୟାଡର ସ୍ତରରେ ସୋମବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗର ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇସ୍ପାତ ଏବଂ ଖଣି ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି)…

ସମ୍ ହସ୍ପିଟାଲ‌ର ସଫଳତା; ଚିକିତ୍ସା ପରେ ସୁସ୍ଥ ହେଲେ ୭୦% ପୋଡ଼ି ହୋଇଯାଇଥିବା ମହିଳା

ଭୁବନେଶ୍ୱର: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ବାଲେଶ୍ୱର ବସ୍ତା ବ୍ଲକର ୫ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ୱର: ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତା ବ୍ଲକ୍ ଅନ୍ତର୍ଗତ କରୁଆ ଗ୍ରାମ ପଞ୍ଚାୟତର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ନିକଟରେ ଏହି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ୫ ଅଞ୍ଚଳ ମଧ୍ୟରେ ରହିଛି- ଦେବେନ୍ଦ୍ର ଗିରି ଛକ, କରୁଆ ପ୍ରାଥମିକ ବିଦ୍ୟାଳୟ…