Latest Odisha News

BREAKING NEWS

ଗେହଲଟଙ୍କୁ ଗ୍ରୀନ୍ ସିଗ୍‌ନାଲ ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗ୍‌ନାଳ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି। ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧…

୩ ଲୁଟେରା ଗିରଫ, ୧୫ ଗ୍ରାମ ସୁନା ସହ ବନ୍ଧୁକ ଜବତ

ଭୁୁବନେଶ୍ୱର: ଧରା ପଡିଲେ ୩ ଲୁଟେରା । କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ କମିଶନରେଟ ପୋଲିସ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀପା କ୍ୟାନସରରେ ପୀଡିତ ଥିଲେ ।…

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ମୁମ୍ବାଇ: କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାନଙ୍କୁ…

ଭୁବନେଶ୍ୱରରୁ ପୁଣି ୧୫୯ ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧୮ ଜଣ ଥିବା ବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।…

କରୋନା କ୍ରିଏଟିଭିଟି ପ୍ରତିଯୋଗିତା: ମେହେକ ଅଗ୍ରୱାଲ ବିଜେତା, ସୁଦିପ୍ତା ଦ୍ୱିତୀୟ ଓ ଅନିକେତ ତୃତୀୟ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରର ମେହେକ ଅଗ୍ରୱାଲ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି । ଅଗ୍ରଣୀ ନ୍ୟୁଜ ୱେବ୍‌ସାଇଟ୍ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ମୁମ୍ବାଇର ସୁଦିପ୍ତା…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…

ଅସଲ ଲେଖକ ହିଁ ସମୟର ସେନାପତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଋଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ…

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।…

ରାଜ୍ୟରେ ମୋବାଇଲ ଭ୍ୟାନ୍ କରିବ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ମୋବାଇଲ ଭ୍ୟାନ୍ ବୁଲି ବୁଲି କରିବ କୋଭିଡ ଟେଷ୍ଟ । ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଟେଷ୍ଟି ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏହି ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ…