Latest Odisha News

BREAKING NEWS

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ କିଛି ଅଜଣା ମୁଖାପିନ୍ଧା ଦୁର୍ବୁତ୍ତମାନେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ, ପ୍ରିତମ ଓ ଉଦିତ ।…

ଚୀନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲା ଫେସବୁକ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ କ୍ଷମା ମାଗିଛି ଫେସ୍‌ବୁକ୍‌ । ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ନାମଙ୍କୁ ଭୁଲ ଅନୁବାଦ କରି କ୍ଷମା ମାଗିଛି ଫେସବୁକ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍‌ର ରାଷ୍ଟ୍ରପତି ବର୍ମା ଗସ୍ତରେ ଯାଇଥିଲେ । ବର୍ମାର ନେତା…

ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର; ବିଦ୍ୟାଭୂଷଣ ରମାକାନ୍ତ ମିଶ୍ର

ଭୁବନେଶ୍ୱର: ପାଲା ଆକାଶର ଉଜ୍ୱଳତମ ନକ୍ଷତ୍ର ଗାୟକ ବିଦ୍ୟାଭୂଷଣ ପଣ୍ଡିତ ରମାକାନ୍ତ ମିଶ୍ର । ୧୯୫୭ ମସିହା ଡିସେମ୍ବର ୧୭ ତାରିଖରେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଖାରିଆ ଗ୍ରାମରେ ରମାକାନ୍ତ ଜନ୍ମ ଗ୍ରହଣ କରିଥିଲେ । ବାପା ହରେକୃଷ୍ଣ ମିଶ୍ର ଏବଂ ମାଆ ରତ୍ନମଣି ଦେବୀଙ୍କର ୩ ପୁଅ ଏବଂ ୪…

କେନ୍ଦ୍ରୀୟ ବଜେଟ ୨୦୨୦: ଫେବୃଆରୀ ୧ ରେ ଆଗତ ହେବ ସାଧାରଣ ବଜେଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୦: କେନ୍ଦ୍ରୀୟ ବଜେଟ ୨୦୨୦-୨୦୨୧ କୁ ଏକ ଫେବୃଆରୀକୁ ଆଗତ ହେବ । ସଂସଦରେ ବଜେଟ ଅଧିବେଶନ ୩୧ ଜାନୁଆରୀ ରୁ ଆରମ୍ଭ ହୋଇ ୦୩ ଅପ୍ରେଲ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ହେବ । ରିପୋର୍ଟ ଅନୁସାରେ, ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ର ସୁପାରିସ ଅନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୧୯ ରିଖ ରବିବାର ମକର ୦୫ଦିନ ମାଘ ମାସ କୃଷ୍ଣ ଦଶମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମେଷ ରାଶିର ଆଜି:…

ରାଜାରାଣୀ ସଙ୍ଗୀତ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

କଳିଙ୍ଗରେ କମାଲ୍ କଲା ଭାରତ; ନେଦରଲାଣ୍ଡ ୫-୨ ଗୋଲରେ ପରାସ୍ତ

ଭୁବନେଶ୍ୱର: ସ୍ପୋର୍ଟସ ସିଟି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଘରୋଇ ଦର୍ଶକଙ୍କ ଭରପୁର ଉତ୍ସାହରେ ଭାରତୀୟ ହକି ଦଳ ନେଦରଲାଣ୍ଡ ଦଳକୁ ୫-୨ ଗୋଲରେ ପରାସ୍ତ କରିଛି । ଏଫଆଇଏଚ ପ୍ରୋ-ହକି ଲିଗର ଏକ ମ୍ୟାଚରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଆଜି ଖେଳ ଅନୁÂିତ ହୋଇଥିଲା । ?? IND 5-2 NED…

ସମ୍ବଲପୁରରେ ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ଦୀର୍ଘ ୧୭ ଦିନ ପରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଆମ୍ବୁରି ଗ୍ରାମରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ଫୋରେନସିକ ଟିମର ବିଶେଷଜ୍ଞମାନେ ଶବଟି ନିଖୋଜ ମହିଳାଙ୍କର ବୋଲି ପ୍ରକାଶ କରିଛନ୍ତି । ମୃତଦେହଟି ଆରତୀ ଦେବୀ…

ଆହୁରି ୫ ଦିନ କଲବଲ କରିବ କୁହୁଡି: ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ଆହୁରି କଲବଲ କରିବ କୁହୁଡି । କୁହୁଡି କବଳରୁ ମିଳିବନି ନିସ୍ତାର । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଚଂଳରେ ଘନ କୁହୁଡି ଲାଗି ରହିବ । ବିଶେଷ କରି ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ,…

ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଓ ରେଷ୍ଟୁରାଂଟ, ଜାଣନ୍ତୁ କେଉଁଠି

ମୁମ୍ବାଇ: ଏବେ ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଏବଂ ରେଷ୍ଟୁରାଂଟ । ଗୁଜରାଟ, ଅହମ୍ମଦାବାଦ ଭଳି ମୁମ୍ବାଇରେ ଏସବୁ ଖୋଲା ରହିବ । ଏନେଇ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି । ଜାନୁଆରୀ ୨୬ରୁ ପରୀକ୍ଷାମୂଳକ ଭାବେ ଅହମ୍ମଦାବାଦ ଭଳି ମୁମ୍ବାଇରେ ମଧ୍ୟ ୨୪…