ଭୁବନେଶ୍ୱରର ୩ ସ୍ଥାନରେ ଅପରାଜିତା ଷଡଙ୍ଗୀଙ୍କ ବୈଠକ
ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ବିଏମସି ୧୫ ଦିନ ପାଇଁ ସିଲ୍ କରିଦେଇଛି । ଯାହା ପରେ ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ଭୁବନେଶ୍ୱରର ୩ଟି ସ୍ଥାନରେ ଜନସାଧାରଣ ବୈଠକ ଅନୁଷ୍ଠିତ କରିବେ ।
ସେ କହିଛନ୍ତି ଯେ ଏହି ଅବଧି ମଧ୍ୟରେ…