Latest Odisha News

BREAKING NEWS

ନିୟମିତ ବିଟ୍‌ରୁଟ୍‌ ସେବନ କଲେ କଣ ମିଳେ ଫାଇଦା ଜାଣନ୍ତୁ

ବିଟ୍‌ରୁଟ୍‌ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ ପ୍ରତିଦିନ ବିଟ୍ ରସ ପିଅନ୍ତି ତେବେ ଏହା ଆପଣଙ୍କ…

ଫ୍ଲିପ୍‌କାର୍ଟ ପଛରେ ଲାଗିଲା ଦେଶଦ୍ରୋହ ଟ୍ୟାଗ୍‌

ନୂଆଦିଲ୍ଲୀ: କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଫ୍ଲିପ୍‌କାର୍ଟ ବିରୋଧରେ ତୁରନ୍ତ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ତେବେ ଫ୍ଲିପ୍‌କାର୍ଟ ଏହାର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ…

ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୧ ଲକ୍ଷ ଲୋକଙ୍କୁ ମିଳିବ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ…

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ତେଣ୍ଟା ମାଡରେ ୨ ମୃତ, ୯ ଆହତ

ବ୍ରହ୍ମଗିରି: ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମଗିରିରେ ଡମିଣିସେଣାରେ ଦୁଇ ପରିବାର ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ…

‘ତେସ୍’ରେ ପୁଲକିତ-କ୍ରିତିଙ୍କ ଦମଦାର କେମେଷ୍ଟ୍ରି, ଦେଖନ୍ତୁ ଭିଡିଓ

ମୁମ୍ବାଇ: କମେଡିରୁ ଆକ୍ସନ ମୋଡକୁ ଆସିଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ । ରିଲିଜ ହୋଇଛି ତାଙ୍କର ଅପକମିଂ ଫିଲ୍ମ ‘ତେସ’ର ଟିଜର, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି । ଏହା ଏକ ସସପେନ୍ସ ଡ୍ରାମା ଫିଲ୍ମ । ଏଥିରେ ଲିଡ୍ ରୋଲରେ ପୁଲକିତ ଥିବା ବେଳେ ତାଙ୍କ ଅପଜିଟରେ…

ହସ୍ପିଟାଲ୍‌ରୁ ଡିସ୍‌‌ଚାର୍ଜ ସମୟରେ ସୁପର୍‌‌ମ୍ୟାନ୍‌ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଆଗକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେବା ଆରମ୍ଭ କରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଫେରିବା ସମୟରେ ଡାକ୍ତରଖାନାରେ ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ…

ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପେର ଏହା ରହିଛି । ଆସନ୍ତା ୨୪ ଘଂଟା ଭିତରେଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ଦକ୍ଷିଣ ପୂର୍ବ…

ଆଖି ବୁଜିଲେ ଆଉ ୧୬ କରୋନା ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ ୫ ମୃତ

ଭୁବନେଶ୍ୱର: ରାଜ୍ୟରେ ମାଡି ଚାଲିଛି ମହାମାରୀ କରୋନା । ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ରାଜ୍ୟରେ ୨୪ ଘଂଟାରେ ପୁଣି ୧୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୨୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ । 6. Boudh: 37 7. Cuttack: 134…

ଗ୍ରାସିମ ପ୍ଲାଣ୍ଟର ଷ୍ଟିମ ପାଇପ୍ ଫାଟିବା ଘଟଣା, ଆଉ ଜଣେ ମୃତ

ଗଞ୍ଜାମ: ଗଂଜାମ ଜିଲ୍ଲାର ଗ୍ରାସିମ ପ୍ଲାଂଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇଂଜିନିୟର ଅଭିଷେକ ପାଲ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ…