Latest Odisha News

BREAKING NEWS

ଆରମ୍ଭ ହେଲା ଜିଲ୍ଲାପାଳ ସମ୍ମିଳନୀ: ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ନୂଆ କନ୍‌ଭେନସନ ସେଣ୍ଟର ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହେଉଛି ଜିଲ୍ଲାପାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ସମସ୍ତ ବିଭାଗୀୟ ସଚିବ, ଜିଲ୍ଲାପାଳ,…

ଜହ୍ନକୁ ଯିବା ଲାଗି ଚାହୁଁଛନ୍ତି କି; ଏଭଳି ରହିଛି ସର୍ତ୍ତ

ନୂଆଦିଲ୍ଲୀ: ଚନ୍ଦ୍ର ଗସ୍ତରେ ଯିବାପାଇଁ ଜଣେ କୋଟିପତି ବ୍ୟବସାୟୀ ବିଜ୍ଞାପନ ଦ୍ୱାରା ଖୋଜୁଛନ୍ତି ସାଥୀ । ଏହା ଶୁଣିବାକୁ ଟିକେ ଆଶ୍ୱର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ନଜରକୁ ଆସିଛି ଜାପାନରେ । ସମ୍ପୃକ୍ତ କୋଟିପତି ବ୍ୟବସାୟୀ ଜଣକ ହେଉଛନ୍ତି ଜାପାନର ବାସିନ୍ଦା ଏବଂ ତାଙ୍କ ନାମ…

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଗୁରୁବାର ସକାଳେ କଟକ ନିର୍ଗୁଣ୍ଡି ଠାରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କାର୍ଯ୍ୟରେ ଅବହେଳା ଦର୍ଶାଇ…

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ବତନ ବିଧାୟକ ଅନାମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ୱାବଧାନରେ ଏହି ଚଢାଉ କାର୍ଯ୍ୟ…

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ…

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଟକ୍କର; ଖେଳିନପାରନ୍ତି ଋଷଭ ପନ୍ଥ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ରାଜକୋଟର ସୌରାଷ୍ଟ୍ର ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବିରାଟ ବିଗ୍ରେଡ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଦଳ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୭-୧-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୭ ରିଖ ଶୁକ୍ରବାର ମକର ୩ ଦିନ ମାଘ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ବିଛା ଧନୁ ଓ ମୀନ ରାଶିର…

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟା: ଓଡ଼ିଶୀ ରସରେ ଝୁମିଲେ ବିମୁଗ୍ଧ ଦର୍ଶକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର…

ଭାରତୀୟ ମାର୍କେଟରେ ଲାଭା ଜେଡ଼-୭୧ ମୋବାଇଲ, ରେଡ଼ମି ୮ ସହ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ମୋବାଇଲ ବଜାରରେ ଲାଭା ଜେଡ଼୭୧ ଲଞ୍ଚ କରିଛି | ଏହାର ମୂଲ୍ୟ ୬,୨୯୯ ଟଙ୍କା | ଲାଭା ଜେଡ଼୭୧ ମୋବାଇଲ କୁ ରିଲିଆନ୍ସ ଜିଓ ସହ ବୁଝାମଣା ଭିତ୍ତିରେ ପ୍ରସ୍ତୁତ କରାଯାଇଛି | ଏଥିରେ ୟୁଜରଙ୍କୁ ୫୦ ଜିବି ଅତିରିକ୍ତ ଡାଟା ଓ ୧୨୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି | ଏହା ଷ୍ଟିଲ…