ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ପ୍ରଭାବ । ମୌସୁମୀ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯାହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର…