Latest Odisha News

BREAKING NEWS

ଓଡ଼ିଶାରୁ ପଶ୍ଚିମ ବଙ୍ଗକୁ ଟ୍ରେନରେ ଯାତ୍ରା କରୁଥିଲେ, ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା…

ଭୁବନେଶ୍ୱର: ଜୁଲାଇ ମାସ ୨୫ ତାରିଖରୁ ୨୯ ତାରିଖ ଯାଏଁ ପଶ୍ଚିମ ବଙ୍ଗ ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଯେଉଁଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ ନେଇ କିଛିଟା ପରିବର୍ତ୍ତନ କରାଯାଇଛି। ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ…

୧୦୦ ବଲିଉଡ ଡ୍ୟାନ୍ସରଙ୍କ ଆକାଂଉଟରେ ଟଙ୍କା ଜମା କଲେ ହ୍ରିତିକ

ମୁମ୍ବାଇ: କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରର ଲୋକେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ଡ୍ୟାନ୍ସରଙ୍କୁ ଆର୍ଥୀକ ସହାୟତା ଯୋଗାଇଛନ୍ତି । ସେ ସେମାନଙ୍କ ଆକାଂଉଟରେ ସିଧାସଳଖ ଟଙ୍କା ଜମା କରିଛନ୍ତି । ଏହି ମେସେଜ ପାଇବା…

ମୋ ବିରୁଦ୍ଧରେ ଗୋଟିଏ ଗ୍ୟାଙ୍ଗ ଷଡଯନ୍ତ୍ର କରୁଛି : ଏଆର ରହେମାନ

ମୁମ୍ବାଇ:ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡର ଗୋଟିଏ ଗ୍ୟାଙ୍ଗ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ମୁଁ ଯେପରି କାମ ନ ପାଇବି ସେ ନେଇ ବୁଦ୍ଧି ଖଟାଉଛନ୍ତି । ପ୍ରଥମେ ପ୍ରଥମେ ମୁଁ ବୁଝି ପାରୁ ନ ଥିଲେ ଇଣ୍ଡଷ୍ଟ୍ରିରେ…

ପ୍ରେମିକ ସାଜିଲା ପିଶାଚ, ପ୍ରେମିକାକୁ ମାରି ପୋତିଦେଲା

ବ୍ରହ୍ମଗିରି(ପୁରୀ): ସୈତାନ ପ୍ରେମିକ । ପିଶାଚ ସାଜିଲା । ମାରିଦେଲା ପ୍ରେମକୁ । ପ୍ରେମିକାକୁ କବର ଦେଇଦେଲା । ହତ୍ୟା କରିବା ପରେ ପୋଖରୀ ହୁଡ଼ାରେ ମୃତଦେହକୁ ପୋତି ଦେଇଥିବା ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରୁ ଏଭଳି ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମନାକୁ ଆସିଛି । ହତ୍ୟାକାରୀ…

୨୫ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ୨୫ ଜିଲ୍ଲାରୁ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୫ ହଜାର ୯୨୮କୁ ବୃଦ୍ଧି ପାଇଛି ।…

ଲଦାଖ ନିକଟରେ ପାକିସ୍ତାନ ନିୟୋଜିତ କଲା ଜେଏଫ-୧୭ ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦର ଫାଇଦା ଉଠାଇ ପାକିସ୍ତାନ ଲଦାଖ ନିକଟରେ ନିଜର ଲଢ଼ୁଆ ବିମାନ ଜେଏଫ-୧୭ ନିୟୋଜିତ କରିଛି । ଭାରତ ବିପକ୍ଷରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ…

କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କବାଦୀ !

ନୂଆଦିଲ୍ଲୀ: ସାରାଦେଶ ଏବେ କରୋନାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ଆଉ ଏକ ବିଚଳିତ କରିଦେଲା ଭଳି ଖବର ଆସିଛି । କେରଳ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ଲୁଚି ରହିଥିବା ନେଇ ମିଳିତ ଜାତିସଂଘ ଭାରତକୁ ସତର୍କ କରାଇଛି । ଇକୋନୋମିକ ଟାଇମସର…

ସେନା ବିରୋଧରେ ବିଷ ଓଗାଳିଲେ ଜେଏନୟୁ ଛାତ୍ର

ନୂଆଦିଲ୍ଲୀ: ସେନା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେଇ ଫସିଛନ୍ତି ଜେଏନୟୁ ବିଶ୍ୱବିଦ୍ୟାଳୟ ଛାତ୍ର ସାଜିଦ ବିନ୍ ସଇଦ । ସେ ଟୁଇଟ କରି ସେନା ଏବଂ ଆରଏସଏସ ଯୋଗୁ କଶ୍ମୀରରେ ନରସଂହାର ବଢ଼ୁଛି ବୋଲି କହିଛନ୍ତି । କାଶ୍ମୀରବାସୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର ଏବଂ ଏହି ମାମଲାରେ…

ପ୍ଲାଜମା ଦାନ କଲେ ଆଉ ୨ ପୋଲିସ କର୍ମଚାରୀ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ସଫଳତା ମିଳୁଛି । ଏପଟେ ପ୍ଲଜମା ଦାନ ଭଳି ମହତ ଅଭିଯାନରେ ମିଳୁଛି ଯୋଗଦାନ । ଆଜି ଆଉ ଦୁଇ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । କୋରାପୁଟ ଓଏସଏପି ତୃତୀୟ…

ବସ୍ତି ଅପେକ୍ଷା ଭୁବନେଶ୍ୱରରେ ଅଣବସ୍ତିରେ କରୋନା ସଂକ୍ରମଣ ଅଧିକ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରମ ନିଗମ ଅଞ୍ଚଳରେ ୧ ହଜାର ୮୨୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବସ୍ତି ଅଞ୍ଚଳରୁ ଚିହ୍ନଟ…