କମାଲ୍ କଲେ ସ୍ୱପ୍ନା; ହଜାରେ ଦିନରେ ହଜାରେ ଗୀତ ଗାଇ କଲେ ବିଶ୍ୱ ରେକର୍ଡ଼ !
ଦୁବାଇ: ହଜାରେ ଦିନରେ ହଜାରେ ଗୀତ ଗାଇ ନୂଆ କୀର୍ତ୍ତିମାନ କରିଛନ୍ତି ଭାରତୀୟ ମହିଳା ସ୍ୱପ୍ନା ଆବ୍ରାହାମ୍ । ସ୍ୱପ୍ନାଙ୍କ ଏହି ସଫଳତା ଲାଗି ତାଙ୍କୁ ‘ଗୋଲ୍ଡେନ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ’ ଚ୍ୟାରିଟୀ ସମ୍ମାନ ଲାଗି ମନୋନୀତ କରାଯାଇଛି ।
ଏହି ୪୮ ବର୍ଷୀୟା ଭାରତୀୟ ମହିଳା ଜଣକ ଗାଇଥିବା…