Latest Odisha News

BREAKING NEWS

କାହିଁକି ବକ୍ସିଂ ରିଙ୍ଗକୁ ଫେରିବେ ମାଇକ୍ ଟାଇସନ୍ ?

ଭୁବନେଶ୍ୱର: ପୁଣିଥରେ ବକ୍ସି ରିଙ୍ଗକୁ ଫେରିବେ ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ ମାଇକ୍ ଟାଇସନ୍ । ୧୫ ବର୍ଷ ପରେ ଦେଖିବାକୁ ମିଳିବ ବିଶ୍ୱ ବିଜେତାଙ୍କ ଦମ୍‌ଦାର୍ ବକ୍ସିଂ ସ୍କିଲ୍ସ । ତେବେ କାହିଁକି ୫୪ ବର୍ଷ ବୟସରେ ମାଇକ୍ ଟାଇସନ ବକ୍ସିଂ ରିଙ୍ଗକୁ ଫେରିବାକୁ ନିଷ୍ପତି ନେଲେ ? …

କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ପାଖ ମାଡିଲେନି ସମ୍ପର୍କୀୟ, ମୃତଦେହ ଉଠାଇଲେ ସାମ୍ବାଦିକ

ଗଂଜାମ: କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କର୍ମ କ୍ଷେତ୍ରରେ କାମ କରୁଛନ୍ତି । କିନ୍ତୁ ସେହିମାନେ ଯଦି କରୋନାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପାଇଁ ନା ଆଗେଇ ଆସୁଛନ୍ତି ସମ୍ପର୍କୀୟ ନା ସହକର୍ମୀ । ଏପରି ଏକ ଘଟଣା ଘଟିଛି ଗଂଜାମ କୋଦଳା ଅଂଚଳରେ ।…

ଭୁବନେଶ୍ୱରରୁ ୧୧୧ କରୋନା ସଂକ୍ରମିତ ଚିହ୍ନଟ, ୪୯ ଲୋକାଲ୍ କେସ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧ ଜଣ ନୂଆ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ ୬୨ ଜଣ କ୍ୱାରେଣ୍ଟାଇନରୁ ଓ ଲୋକାଲ୍ କେସ ସଂଖ୍ୟା ୪୯ । Update on newly detected & cured #COVID19 cases in the last 24 hrs…

କଟକ ସହରରୁ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧ ସୁସ୍ଥ

କଟକ: ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ କଟକ ମହାନଗର ନିଗମ ଅଞ୍ଚଳରୁ ଅଛନ୍ତି ୩୫ ନୂଆ ପଜିଟିଭ୍ । ୩୨ଟି କ୍ୱାରେଣ୍ଟାଇରୁ ଓ ୩ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ୩୨ କ୍ୱାରେଣ୍ଟାଇନ କେସରୁ ୨୬ଜଣ ହୋମ୍ ଓ ୩ ଜଣ ସରକାରୀ…

ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’ ୨୦୧୯ । ଓଡିଶା ସାହିତ୍ୟ ଏକାଡେମୀର ୬୩ ତମ ସ୍ୱନ କ୍ଷେତ୍ର ଅବସରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ…

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି । ମେକ୍ସିକୋର…

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏପରିକି ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ bseodisha.nic.in,…

ରେକର୍ଡ କଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାଫଳରେ ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇବା ସହ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ ।…

ଭଦ୍ରକରେ ୩ ବ୍ୟାଙ୍କ ସିଲ୍‌

ଭଦ୍ରକ: ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଭଦ୍ରକର ୩ଟି ବ୍ୟାଙ୍କକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭଦ୍ରକର ଆଇସିଆଇସିଆଇ, ବାଇପାସ୍ ରୋଡରେ ଥିବା ଏଚଡିଏଫସି ବ୍ୟାଙ୍କ ଓ ରାଜଘାଟ ସ୍ଥିତ…

କରୋନା ଭୟରେ ଏଏସଆଇଙ୍କ ମୃତଦେହକୁ ନେଉନାହାଁନ୍ତି ପରିବାର ଲୋକେ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ବଢୁଥିବା ବେଳେ କରୋନା ସନ୍ଦେହରେ ଜଣେ ପୋଲିସ ଏଏସଆଇଙ୍କ ମୃତ ଦେହ ବହୁ ସମୟ ଧରି ପଡି ରହିଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଏପରିକି ପରିବାର ଲୋକେ ଆସିନଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ମୃତ ପୋଲିସ ଅଧିକାରୀ ଜଣକ…