ଓଡ଼ିଶାରେ ବାତିଲ ହେଲା ୪ ଟି ପ୍ୟାସେଞ୍ଜର୍ ଟ୍ରେନ୍ ; ୱାଲଟିଅର ଡିଭିଜନରେ ମରାମତି କାର୍ଯ୍ୟ ଜାରି
ଭୁବନେଶ୍ୱର:ୱାଲଟିଅର ରେଳ ଡିଭିଜନରେ ହେଉଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ବିଭାଗ ୪ ଟି ପ୍ୟାସେଞ୍ଜର ଟ୍ରେନକୁ ବାତିଲ କରିଛନ୍ତି ।
ପୂର୍ବତଟ ରେଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର-କୋରାପୁଟ ଓ କୋରାପୁଟ- ସମ୍ବଲପୁର…