Latest Odisha News

BREAKING NEWS

ୟୁପିଆଇ ଅଟୋ-ପେ ସୁବିଧା ଆରମ୍ଭ : ଇଏମଆଇ,ବିଲ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପେମେଣ୍ଟ କରିପାରିବେ

ନୂଆଦିଲ୍ଲୀ: ୟୁପିଆଇ ଅଟୋ-ପେ ସୁବିଧା ଉନ୍ମୋଚିତ ହୋଇଛି: ୟୁପିଆଇ ଅଟୋ ପେ ବୈଶିଷ୍ଟ୍ୟ ଲଞ୍ଚ କରାଯାଇଛି | ଏହା ଅଧୀନରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେଇପାରିବେ | ଏହି ଦେୟଗୁଡିକ ଇଏମଆଇ, ମୋବାଇଲ୍ ବିଲ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ଦିଆଯିବ | ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…

ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ ୫ଜି ସ୍ମାର୍ଟଫୋନ୍ ଲଞ୍ଚ, ଆସନ୍ତୁ ଜାଣିବା ମୂଲ୍ୟ ଓ ଫିଚର୍ସ

ନୂଆଦିଲ୍ଲୀ : କୋରିଆ କମ୍ପାନୀ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଗାଲାକ୍ସି ଜେ ଫ୍ଲିପ୍ ୫ଜି ଉପସ୍ଥାପନ କରିବାକୁ ଥିଲା | କିନ୍ତୁ ବର୍ତ୍ତମାନ ଇଭେଣ୍ଟ ପୂର୍ବରୁ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହା ସହିତ ଗାଲାକ୍ସି ଜେ ଫ୍ଲିପ୍ ୫ଜି ର ମୂଲ୍ୟ ମଧ୍ୟ…

ପୃଥିବୀର ନିକଟତର ହେଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି

ନୂଆଦିଲ୍ଲୀ:ଶୁକ୍ରବାର ପୃଥିବୀର ନିକଟତର ହେବାକୁ ଯାଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି । ବର୍ତମାନ ଏହା ପୃଥିବୀଠାରୁ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ ଦୂରରେ ରହିଛି । ଏହା ପୃଥିବୀ ପାଇଁ ବିପଦ ସମ୍ଭାବନା ସୃଷ୍ଟି କରିପାରେ ବୋଲି ନାସା ଅନୁମାନ ବ୍ୟକ୍ତ କରିଛି । ଯଦି ବାୟୁମଣ୍ଡଳରେ ଘର୍ଷଣ…

ନଗମାଙ୍କ ମିଛକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ପଦାରେ ପକାଇଲେ କୁଇନ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ କୁଇନ କଙ୍ଗନା ରାନାୱତ ଖୋଲାଖୋଲି ଭାବେ ନେପଟୋଜିମକୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ବିରୋଧୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦକ୍ଷିଣ ଭାରତ ଅଭିନେତ୍ରୀ ନଗମା…

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ…

ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । We once again appeal to Maoists to lay down arms…

ମେଡିକାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଅସୁସ୍ଥ ହେବାରୁ ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟପାଳ ଏବେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ରୁଟିନ୍ ଚେକ୍ ଅପ୍ କରାଯାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା…

୨ରୁ ୩ଦିନ ଭିତରେ ଗଞ୍ଜାମରେ ବଢିପାରେ କରୋନା ସଂକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ମାମଲା ଆଗାମୀ ୨ରୁ ୩ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ କହିଛନ୍ତି। ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଅଧିକ କରାଯାଉଥିବା ହେତୁ କରୋନାଭାଇରସ୍ ପଜିଟିଭ୍…

ନିଆରା ପରମ୍ପରା, ୩ ବର୍ଷରେ ଶବକୁ କାଢ଼ି ଉତ୍ସବ ପାଳନ କରିଥାନ୍ତି ଟୋରାଜାନ ଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା…

ରାଜ୍ୟ ପାଇଁ ଭଲ ଖବର; ସୁସ୍ଥ ହେେଲେ ଆଉ ୬୪୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୬୪୩ ଜଣଙ୍କ ମଧ୍ୟରୁ ୪୦୭ ଜଣ ଗଞ୍ଜାମରୁ, ୪୪ ଜଣ ଖୋର୍ଦ୍ଧା, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, ୨୭ ଜଣ…