Latest Odisha News

BREAKING NEWS

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଆ ଜାତିର ଯୁଗପୁରୁଷ ଭାବେ ପରିଚିତ ଉତ୍କଳମଣି ଗୋପବନ୍ଧୁ ଦାସ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ସେ ଥିଲେ ଜଣେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ…

ସାହିତ୍ୟରେ ଲୁଇସ୍‌ ଗ୍ଲକ୍‌ଙ୍କୁ ନୋବେଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ଚଳିତ ବର୍ଷ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିଭୁର୍ଲ କାବିକ୍ୟ ଉଚ୍ଚାରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ନୋବେଲ୍‌ କମିଟି ପକ୍ଷରୁ କୁହାଯାଇଛି।…

ଯୌତୁକ ନିର୍ଯାତନା ଅଭିଯୋଗରେ ଆର୍ମି ଅଫିସର ଗିରଫ

ଭୁବନେଶ୍ୱର: ସେନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଯୌତୁକ ନିର୍ଯାତନା। ସ୍ତ୍ରୀଙ୍କ ଅଭିଯୋଗ ପରେ ଜଣେ ଆର୍ମି ଅଫିସରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ତାଙ୍କ ନାଁ ସୌମ୍ୟରଞ୍ଜନ ପତି । ସେ ଜଣେ ମେଜର ବୋଲି ଜଣାପଡ଼ିଛି । ଫରିଦାବାଦରେ କାର୍ଯ୍ୟରତ ଥିଲେ ସୌମ୍ୟରଞ୍ଜନ ।…

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।…

ଆସନ୍ତୁ ଜାଣିବା ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଳାସଙ୍କ ସମ୍ପର୍କରେ

ପାଟନା:ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଲାସ ପାସୱାନ ଆଉ ନାହାନ୍ତି । ଏହି ୨ ଦଶନ୍ଧିରେ ସେ କେନ୍ଦ୍ରର ପ୍ରତ୍ୟେକ ସରକାରର ଅଂଶବିଶେଷ ଥିଲେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଆଇ କିଛି କଥା । ୧.୫ ଜୁଲାଇ ୧୯୪୬ରେ ଜନ୍ମ ଗ୍ରହଣ କରିଥିବା ରାମବିଳାସ । ରାଜନୀତିକୁ…

ଅନାଲୋଚିତ ଯୋଦ୍ଧା; ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ !

ଭୁବନେଶ୍ୱର: ରାଜଭାବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଗୋଟିଏ ଦିନ ବିତିଗଲାଣି । ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଅଜଣା ନୁହେଁ । କୋକୁଆ ଭୟରେ ରହିଥିଲେ ସ୍ଥାନୀୟ ଲୋକେ । ଆଖପାଖ ଅଂଚଳର ଲୋକେ କେବେ ବି ଏହି ଘଟଣାକୁ ସହଜରେ ଭୁଲିପାରିବେନି । ବିସ୍ଫୋରଣକୁ ବାଦ୍ ଦେଲେ ଏହି ଦୁର୍ଘଟଣା…

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା…

ଆରପାରିରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କର ଆଜି ନିଧନ ଘଟିଛି । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ବେଳେ ଆଜି ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ଚିରାଗ ପାଶଓ୍ଵାନ ଟ୍ଵିଟ…

ବଡ ଦୁର୍ଘଟଣାରୁ ବର୍ତିଲା ଆଇଟିବିପି ଯବାନକୁ ନେଇ ଯାଉଥିବା ବସ୍‌

ମସୁରୀ: ଆଜି ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଛି ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ । ମସୁରୀର କ୍ୟାମ୍ପଟି ରୋଡ ଜେଡବ୍ଲ୍ୟୁ ମେରିୟଟ ହୋଟେଲ ନିକଟରେ ବ୍ରେକ୍ ଫେଲ ହେବାରୁ ବସଟି ନିୟନ୍ତ୍ରଣ ହରାଇଥିଲା । ଭାଗ୍ୟବଶତଃ ୪୦ ଯବାନଙ୍କୁ ନେଇ ବସ୍ ରାସ୍ତାକଡରେ ଥିବା ପାରାପେଟିରେ ଧକ୍କା ଖାଇ…

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ

ଭୁବନେଶ୍ୱର: ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି । ପ୍ରତ୍ୟେକ ମହିଳା ଅନ୍ୟ…