ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !
ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ କାହିଁକି ଶଙ୍ଖକ୍ଷେତ୍ର କୁହାଯାଏ ସେ ବିଷୟରେ ଜାଣିବା । ସ୍କନ୍ଦ ପୁରାଣ ଅନୁସାରେ ପୁରୁଷୋତ୍ତମ କ୍ଷେତ୍ରର ଆକାର ଏକ ଶଂଖକ୍ଷେତ୍ର୍ ପରି ହୋଇଥିବାରୁ ଏହାର ନାମ ଏପରି ରଖାଯାଇଛି ।
ଉକ୍ତ ପୁରାଣ ଅନୁସାରେ ଏହି କ୍ଷେତ୍ରର ଆୟତନ ପଂଚକୋଶ ଏବଂ ଆକାର ତ୍ରିକୋଣ ।…