Latest Odisha News

BREAKING NEWS

ଝିପିଝିପି ବର୍ଷା ସହ ବଢିବ ଥଣ୍ଡା; ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ସାଙ୍ଗକୁ ଦିନ ତମାମ କୋହଲା ପାଗ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜଧାନୀ ସମେତ ଓଡ଼ିଶାର ଅନେକ ସ୍ଥାନର ପାଗ କୋହଲା ରହିଛି । ଭୁବନେଶରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାରେ…

ପୁଣି ଚର୍ଚ୍ଚାରେ ଜ୍ୱାଲା ଗୁଟ୍ଟାଙ୍କ ପ୍ରେମ କାହାଣୀ !

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜ୍ୱାଲା ଟ୍ୱିଟ୍ କରି କହିଛନ୍ତି । :)…

ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ ବାର୍ଷିକୋତ୍ସବ ସମାରୋହ ଉଦଘାଟିତ

ଭବାନୀପାଟଣା: ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ ବାର୍ଷିକ ଉତ୍ସବ ଭବାନୀପାଟଣା ନିକଟସ୍ଥ ଚକ୍ରଧର ନଗର ପରିସରରେ ଉଦଘାଟିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମାରୋହର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତାରୁ ଆରମ୍ଭ ହୋଇ…

ଶ୍ରୀଜଗନ୍ନାଥଙ୍କୁ ୩୬ ନିଯୋଗର ୧୧୯ ପ୍ରକାର ସେବକ ଦେଉଛନ୍ତି ନିରନ୍ତର ସେବା !

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶୃଙ୍ଖଳିତ ନୀତିକାନ୍ତି ଲାଗି ସେବକମାନେ ନିରନ୍ତର ସେବା ପ୍ରଦାନ କରିଚାଲିଛନ୍ତି । ଶ୍ରୀମନ୍ଦିର ତିଆରି ହେବା ପରେ ବ୍ରହ୍ମାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଉପରୋକ୍ତ ସେବକଙ୍କୁ ନିୟୋଜିତ କରିଥିଲେ । ମିଳିଥିବା ତଥ୍ୟ ଅନୁସାରେ ୧୧୯ ପ୍ରକାରର ସେବକ ତାଙ୍କ…

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ…

ଭାଇଚାରାର ସହର କଟକର ନିଆରା ରଘୁ ଦହିବରା…

କଟକ: ଦହିବରା-ଆଳୁଦମକୁ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ଏହା ଉପଲବ୍ଧ ହୋଇଥାଏ । ତେବେ କଟକର ଦହିବରା ଅନ୍ୟ ସମସ୍ତ ସ୍ଥାନର ଦହିବରା-ଆଲୁଦମ ଠାରୁ ନିଆରା ବୋଲି କୁହାଯାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି ।…

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ

ଦୁନିଆର ଦୁଇ ଧୁରନ୍ଧର ଫୁଟବଲ ଖେଳାଳୀ ଅର୍ଜେଟିଂନାର ଲିଓନେଲ ମେସି ଓ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଗତ ଦଶନ୍ଧିରେ ୮୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି  । ୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ପ୍ରଭୃତିରୁ ରୋନାଲ୍ଡୋ ୪୩୭୬ ଓ ମେସି ୪୧୩୦ କୋଟି ଟଙ୍କା ଆୟ…

ପ୍ରତିଷ୍ଠା ଦିବସରେ ‘ପାରାଦୀପ ବନ୍ଦର’ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ପାରାଦୀପ ବନ୍ଦର। ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ। ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା…

ବିଶ୍ୱନାଥ ପଣ୍ଡିତଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଜଣେ ଶ୍ରମିକ ନେତାଭାବେ ପରିଚିତ ବିଶ୍ୱନାଥ ପଣ୍ଡିତଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ । ୧୯୧୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । କୁହାଯାଏ, ତାଙ୍କର ପୂର୍ବପୁରୁଷ ଥିଲେ କାଶ୍ମୀର ପଣ୍ଡିତ ଏବଂ ପରେ ସେମାନେ କଟକ ଆସି ସ୍ଥାୟୀ…

ଇରାକ ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ୭ ମୃତ

ବାଗଦାଦ: ଇରାକର ରାଜଧାନୀ ବଗଦାଦ ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ । ବଗଦାଦର ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଅନଆଇର ଏକ ରିପୋର୍ଟରେ ପ୍ରକାଶ । Iran's Quds Force chief Qassim…