Latest Odisha News

BREAKING NEWS

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ "ଫୋନ୍ ଭୂତ" । View this post on Instagram…

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର…

ଗୁଣିଗାରେଡି ନେଲା ଦମ୍ପତ୍ତିଙ୍କ ଜୀବନ !

ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ କାଣ୍ଡ। ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ସନ୍ଦେହ। ଏବେ ବି ଲୋକଙ୍କ ମନରେ ଲୁଚି ରହିଛି ଅନ୍ଧବିଶ୍ୱାସ । ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି…

ଏକାଠି ଅଭିନୟ କରିବେ ପ୍ରଭାସ୍ ଓ ଦୀପିକା ପାଦୁକୋନ !

ହାଇଦ୍ରାବାଦ: ଖୁବଶୀଘ୍ର ଏକାଠି ରୂପେଲି ପରଦାରେ ନଜର ଆସିବେ ଦୀପିକା ପାଦୁକୋନ ଓ ବାହୁବଲି ଫେମ୍ ଆକ୍ଟର ପ୍ରଭାସ୍ । ବୈଜୟନ୍ତୀ ମୁଭିସ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏକ ଐତିହାସିକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ବିଗ୍ ବଜେଟ୍ ମୁଭିର ନିର୍ଦ୍ଦେଶନା ଭାର…

ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ପଜିଟିଭ୍ କେସ୍

ଯାଜପୁର: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୨୧କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଓ ଗଜପତି ଜିଲ୍ଲାରେ ଆଉ ଜଣେ ଭୂତାଣୁ ସଂକ୍ରମିତଙ୍କ ଜୀବନ ଯାଇଛି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ।…

ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଟ୍ରାକ୍ଟର ଚଳାଇ ଚାଷ କଲେ ସଲମାନ ଖାନ୍

ସଲମାନ ଖାନଙ୍କ ଚାଷୀ ଅନ୍ଦାଜ । ନିଜେ ଟ୍ରାକ୍ଟର ଚଳାଇ ବିଲରେ ଚାଳ କରିଛନ୍ତି । ପାଣି କାଦୁଅ ଭିତରେ ଜମିରେ ଟ୍ରାକ୍ଟର ଚଳାଇଛନ୍ତି ବଲିଉଡ ସୁପରଷ୍ଟାର । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଫାର୍ମିଂ । ଅର୍ଥାତ ଚାଷ କରୁଛି । ଭିଡିଓରେ ସଲମାନ ଟ୍ରାକ୍ଟର…

ଆଜି ଦାୟିତ୍ୱ ନେବେ କଟକ ଡିସିପି ପ୍ରତୀକ ସିଂ

କଟକ: ଆଜି ଦାୟିତ୍ୱ ଗ୍ରହଣ କରିବେ କଟକର ନୂଆ ଡିସିପି ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ପୂର୍ବରୁ କନ୍ଧମାଳ ଏସପି ଥିଲେ ପ୍ରତୀକ ସିଂ । ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ୨୦୧୪ ବ୍ୟାଚ୍ ଆଇପିଏସ୍…

ଲକଡାଉନ୍ କଟକଣା ଭାଙ୍ଗି ଖେଳୁଥିଲେ କ୍ରିକେଟ: ଗଣିଲେ ୧୨ ହଜାର ଟଙ୍କାର ତଣ୍ଡ

ପୋଲସରା: ଲକଡାଉନ ସତ୍ତ୍ୱେ ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ୧୨ ହଜାର ଟଙ୍କା ତଣ୍ଡ ଗଣିଲେ ୨୪ ଜଣ ଖେଳାଳୀ। ମିଳିଥିବା ସୂଚନା ଅନୁସାରେ, କୋଭିଡ କଟକଣାକୁ ଖାତିର ନକରି ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ କ୍ରିକେଟ ମ୍ୟାଚ…