Latest Odisha News

BREAKING NEWS

କେମିତି ଖୋଲିବ ସିନେମା ହଲ୍, ମଲଟି ପ୍ଲେକ୍ସ ? ଏସବୁ ବ୍ୟବସ୍ଥା ପାଇଁ SOPରେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଖୋଲିବ ସିନେମା ହଲ୍, ଥିଏଟର ଓ ମଲଟି ପ୍ଲେକ୍ସ । ଅନଲକ୍ ୫.୦ରେ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏସବୁ ଖୋଲିବ ନେଇ ଏସଓପି ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ୧. ଅଡିଟୋରିୟମରେ ସିଟ୍ କ୍ଷମତା ୫୦ ପ୍ରତିଶତରୁ ଅଧିକ…

ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍‌

ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ…

କରୋନା ନେଲା ଜୀବନ, ରାଜ୍ୟରେ ଆଖିବୁଜିଲେ ଆଉ ୧୬

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ମହାମାରୀରେ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଂଚିଛି । ଆଜି କରୋନାରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ଜଣ…

ଅକ୍ଟୋବର ୧୫ରୁ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର; ଜାଣନ୍ତୁ କେଉଁ କେଉଁ ଫିଲ୍ମ ରିଲିଜ୍ କରିବ

କରୋନା କାରଣରୁ କିଛି ମାସ ହେବ ସାରା ଦେଶରେ ସିନେମା ହଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏଭଳି ପରିସ୍ଥିତିରେ ଓଟିଟି ପ୍ଲାଟ୍‌ଫର୍ମରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏଥିସହିତ ଅକ୍ଟୋବର ୧୫ରୁ ପୁଣି ଥରେ ସିନେମା ହଲ୍‌ ଏବଂ ମଲ୍‌ଟିପ୍ଲେକ୍ସ ଖୋଲାଯିବ। କିନ୍ତୁ ଏହା ଅଳ୍ପ କିଛି ସ୍ଥାନ…

କମୁଛି କରୋନା ଟ୍ରେଣ୍ଡ, ଦ୍ୱିତୀୟ ଦିନରେ ୩ ହଜାର ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଆଜି ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାର ତଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଓଡ଼ିଶାରୁ ୨୬୩୭ । କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା…

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ, ଅକ୍ଟୋବର ୧୪ରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କଟକ: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ସୂଚନା ମୁତାବକ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା…

ନିୟମିତ ଅଦା ମିଶ୍ରିତ କ୍ଷୀର ପିଇଲେ କଣ ମିଳେ ଫାଇଦା ଜାଣନ୍ତୁ

ନିୟମିତ ଅଦା ମିଶ୍ରିତ କ୍ଷୀର ପିଇବା ଦ୍ବାରା ଅନେକଗୁଡ଼ିଏ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ କିଭଳି ତିଆରି କରିବେ ଅଦା କ୍ଷୀର ଅଦା କ୍ଷୀର ତିଆରି କରିବା ପାଇଁ ପ୍ରଥମେ କ୍ଷୀର ଗରମ କରି ନିଅନ୍ତୁ ଏବଂ ସେଥିରେ ଛୋଟ ଛୋଟ ଅଦା ଖଣ୍ଡ ପକାଇ ଫୁଟାଇ ଦିଅନ୍ତୁ। ଆପଣ ଚାହିଁଲେ ଅଦାକୁ…

ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସତ୍ତ୍ୱେ ରାଜ୍ୟର ଉପକୂଳ ଜିଳ୍ଲାରେ ବର୍ଷାର ପ୍ରଭାବ ରହିବ । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ…

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର, ୬ ମୃତ ଓ ୨୦ ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦାବାଦ ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ୬ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ୨୦ରୁ ଅଧିକ । ସେମାନଙ୍କ ଭିତରେ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।ଧାର ଜିଲ୍ଲାର…