ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା
ଭୁବନେଶ୍ୱର: ଦିନ ବିତିବା ସହ ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ । ତନାଘନା ଜାରି ରଖିଛି ଜିଆରପି । ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଛି । ଗତକାଲି ଆଦିତ୍ୟଙ୍କ ଘରକୁ ପୋଲିସର ଏକ ଟିମ୍ ଯାଇଥିଲା ।
ଆଦିତ୍ୟଙ୍କ ପତ୍ନୀ…