କମିଶନରେଟ୍ ପୋଲିସର କଡା ନିୟମ; ଫିଟ୍ ରୁହ ନଚେତ୍ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: କୋଭିଡ-୧୯ ସମୟରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ ବାବୁ ମାନଙ୍କୁ ଫିଟ୍ ରହିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଲାଗି ସମସ୍ତ ପୋଲିସ କର୍ମୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ୍ ପୋଲିସ।
ପ୍ରାପ୍ତ ସୂଚନାନୁଯାୟୀ ଏଥର ପୋଲିସ ବାବୁ ମାନେ ଫିଟ୍ ନ ରହିଲେ…