Latest Odisha News

BREAKING NEWS

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୮୬ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୮୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଜପତି ଜିଲ୍ଲାର ଜଣେ ଓ ଗଞ୍ଜାମ…

ଓଡିଶାର ୨୫ ଜିଲ୍ଲାରୁ ନୂଆ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୯୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୭୦୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ; ଔଷଧ ଦୋକାନ ସିଲ୍

ଭୁବନେଶ୍ୱର: ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସହରର କିଛି ପ୍ରମୁଖ ଔଷଧ ଦୋକାନକୁ ସିଲ୍ କରିଛି। ବିଏମସିର ସୂଚନାଅନୁଯାୟୀ, ଶୁକ୍ରବାର ଦିନ ଗ୍ରାହକଙ୍କ ଭିଡ ଦେଖାଯାଇଥିବା ବେଳେ ଦୋକାନଗୁଡିକ କୋଭିଡ-୧୯ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା…

ଦେଶରେ ୨୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧୦,୩୮,୭୧୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ହତ୍ୟା ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ କୁରୁଣ୍ଠିଆ ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଅପରାଧୀ ଜଣକ ରତନ ଦାସ (ଜଗା) ବୋଲି ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ହତ୍ୟା ଉଦ୍ୟମ, ଛିନତାଇ,…

ରଣବୀର କାପୁରଙ୍କ ଡୁପ୍ଲିକେଟ୍ ଜୁନୈଦ ଶାହଙ୍କର ହୃଦଘାତରେ ମୃତ୍ୟୁ

ବଲିଉଡ ଅଭିନେତା ରଣବୀର କାପୁରଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବକ ଜୁନୈଦ ଖାନଙ୍କ ଦେହାନ୍ତ ହୋଇଛି । ୨୮ ବର୍ଷର ଏହି କାଶ୍ମୀରର ଯୁବକଙ୍କର ହୃଦଘାତରେ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାପଡିଛି । Our old neighbor Nissar Ahmed Shah's son Junaid passed away due to massive…

ସୋପିଆନରେ ସେନା ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁଯାୟୀ, ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ଅମଶିପୋରା ଅଞ୍ଚଳରେ ପୋଲିସ, ସେନା, ସିଆରପିଏଫ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…

ତିରୁପତି ବାଲାଜୀ ମନ୍ଦିରରେ ପୂଜାରୀଙ୍କ ସମେତ ୧୪୦ କରୋନା ପଜିଟିଭ୍

ଆନ୍ଧ୍ରପ୍ରଦେଶ: ତିରପତି ବାଲାଜୀ ମନ୍ଦିରରୁ ଚିହ୍ନଟ ହୋଇଛନ୍ତି ୧୪୦ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଅଛନ୍ତି ୧୪ ପୂଜାରୀ । ତଥାପି ମନ୍ଦିର ବନ୍ଦ କରିବାକୁ ମନା କରିଛି ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ । ଟିଟିଡି ବୋର୍ଡ କହିଛି ବାଲାଜୀ ମନ୍ଦିର ସର୍ବସାଧାରଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୧୮-୭-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ମସିହା ଜୁଲାଇ  ତା ୧୮ ରିଖ ଶନିବାର କର୍କଟ ୩ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି  ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ ହେବ ଏହାପରେ ମିଥୁନ ଚନ୍ଦ୍ର ଭୋଗ ହେବ ଘାତ ବାର:-ବୃଷ ସିଂହ କନ୍ୟା ରାଶିର ଘାତ…

ସାଟେଲାଇଟ ଇମେଜରୁ ସାମନାକୁ ଆସିଲା ପ୍ରତାରକ ଚୀନର ଚାଲିକି

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସୀମାରେ ବଢ଼ିଛି ଟେନସନ୍ । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଚାଲିଛି । କୁଟନୈତିକ କଥାବାର୍ତ୍ତା ବି ହେଉଛି । ଏସବୁ ଭିତରେ ମିଛୁଆ ଚୀନର ଆଉ ଏକ କାରସାଦି ଧରା ପକାଇ ଦେଇଛି ସାଟେଲାଇଟ୍…