Latest Odisha News

BREAKING NEWS

କଟକରେ ଆଉ ୧୧ ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରୁ ଆଜି ପୁଣି ଆଉ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩ ଜଣ ହୋମ୍ କ୍ୱାରେଂଟିନ୍ ଓ ୨ଟି ଲୋକାଲ କେସ୍ ରହିଛି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କଟକ ବକ୍ସି ବଜାର ଗହ୍ମାଣ୍ଡିଆ ନ୍ୟୁ…

କଟକର ୩ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି

କଟକ: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ କରୋନା ତାରା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ କଟକର ବିଭିନ୍ନ ମେଡିକାଲ ପାଇଁ ଏସ୍‌ଓପି ଜାରି ହୋଇଛି । ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବଂ ଶିଶୁ ଭବନ ପାଇଁ ଏସ୍‌ଓପି ଜାରି ହୋଇଛି ।…

କେମିତି ହେବ ନିର୍ବାଚନ ପ୍ରଚାର? ପରାମର୍ଶ ମାଗିଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: କରୋନା ଭିତିରେ କେମିତି ହେବ ନିର୍ବାଚନ ପ୍ରଚାର । ଏନେଇ ପରାମର୍ଶ ଲୋଡିଲେ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ଓ ସଭା କରିବାକୁ ନେଇ ସମସ୍ତ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳର ମତାମତ ମାଗିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଆସନ୍ତା ୩୧ ତାରିଖ ସୁଦ୍ଧା ଏନେଇ ମତାମତ ଦେବାକୁ…

ଜୁଲାଇ ୨୨ରେ ଓଡିଶାର ୪ ରାଜ୍ୟସଭା ସଦସ୍ୟଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡିଶାର ୪ ସଦସ୍ୟ ଆସନ୍ତା ଜୁଲାଇ ୨୨ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଶପଥ ନେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାରଙ୍କ ସମେତ…

୨୨ ଦିନ ପାଇଁ ପାରାଦୀପ IOCL ସଟଡାଉନ୍‌

ପାରାଦୀପ: ଆଗାମୀ ୨୨ ଦିନ ପାଇଁ ସଟ୍‌ଡାଉନ୍ ହେବ ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର । ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ଏହାକୁ ସଟ୍‌ଡାଉନ୍ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି,ଆଇଓସିଏଲ କୁ ସଟ୍ ଡାଉନ କରାଯାଇ…

ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ହେବନି ବାୟୋମେଟ୍ରିକ୍ସର ବ୍ୟବହାର

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଆଉ ବାୟୋମେଟ୍ରିକ୍ସ ମେସିନର ବ୍ୟବହାର ହେବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ । https://twitter.com/rajaaswain/status/1284367612940447744?s=19 କରୋନାଭାଇରସ୍ ବିସ୍ତାରକୁ ରୋକିବା…

ମାଲକାନଗିରି ମୁନସିପାଲିଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ମାଲକାନଗିରି: ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମାଲକାନଗିରି ମୁନସିପାଲିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୮ ନୂଆ…

ଓଡିଶା ସରକାରଙ୍କ ଚେତାବନୀ; ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ଘରୋଇ କ୍ଲିନିକ୍ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ । ଏସମ୍ପର୍କରେ ଟ୍ୱିଟ୍ ମଧ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ସୂଚନା ଦେଇ କହିଛନ୍ତି ଯେ…

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସ୍ପେଶାଲ ସ୍କୁଲ

ଭୁବନେଶ୍ୱର: ଓଡିଶାରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣର ଡେପୁଟି ସେକ୍ରେଟେରୀ ସମସ୍ତ ଜିଲ୍ଲାର ସାମାଜିକ…

୨ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସମେତ ସୁନ୍ଦରଗଡରେ ୧୮ ନୂଆ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ…