ଜାଣନ୍ତୁ କେମିତି କଟିବ ଆଜି ଦିନ…
ରାଶି ଫଳ
ତା ୩୦-୧୨-୨୦୧୯ ସୋମବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ମୋବାଇଲ: 9437225434
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୦ ରିଖ ସୋମବାର ଧନୁ ୧୫ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ପର୍ଯ୍ୟନ୍ତ…