Latest Odisha News

BREAKING NEWS

ଟ୍ଵିନ ସିଟିରେ କିପରି ହୁଏ ଜିରୋ ନାଇଟ ସେଲିବ୍ରେସନ, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହର ମାହୋଲ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁଣୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ନୂଆବର୍ଷର ପୂର୍ବରାତିରେ…

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ । ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…

ନୂଆବର୍ଷ ଲାଗି ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ: ନୂଆବର୍ଷର ଆଗମନକୁ ଆଉ ଦିନ କେଇଟା ବାକି ରହିଥିବାବେଳେ ଏହାକୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ଏଠାକୁ ଆସୁଥିôବା ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଲାଗି ସେଠାରେ ଥିବା ସେଡ୍…

ପୋଲିସ ୱାଚ ଟାୱାର ଉପରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ୩ ବିଦେଶୀ ପର୍ଯ୍ୟଟକ !

ପୁରୀ: ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଦ୍ୱାରରେ ପୋଲିସଙ୍କ ପାଇଁ ଉଦିଷ୍ଟ ଥିବା ଏକ ୱାଚ ଟାୱାରରେ ଚଢି ୩ ଜଣ ବିଦେଶୀ ପର୍ଯ୍ୟଟକ ଫଟୋ ଉଠାଉଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୩ ବିଦେଶୀ ପର୍ଯ୍ୟଟକ ୱାଚ ଟାୱାର ଉପରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠ ସମେତ ଫଟୋ ଉଠାଇବା…

ନିଜ ନାବାଳିକା ଭଉଣୀକୁ ବଳି ଚଢାଇଲା ଭାଇ !

ବଲାଙ୍ଗୀର: ଅନ୍ଧବିଶ୍ୱାସକୁ ନେଇ ପୁଣି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ସାଲେବରାତ୍ର ଗ୍ରାମରେ । ସୂର୍ଯ୍ୟପରାଗ ଦିନ( ଡିସେମ୍ବର ୨୬ ) ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ତାର ନିଜ ବଡ଼ ଭାଇ ବଳି ଚଢାଇ…

ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ

ଋାଞ୍ଚି: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। https://twitter.com/ANI/status/1211207684277452800?s=08 ଆଜି ରାଜ୍ୟପାଳ…

ଜାଣନ୍ତୁ, କିପରି କରିବେ ନିଜ ନୂଆବର୍ଷକୁ ଅବିସ୍ମରଣୀୟ ..

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ନୂଆବର୍ଷ ପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ପ୍ରଭାବ ଟିକିଏ ଅଧିକ ଦେଖିବାକୁ ମିଳିଥାଏ । ତେବେ ନୂଆବର୍ଷ ପାଇଁ ସହର ମାନଙ୍କରେ ପ୍ରସ୍ତୁତି…

ସ୍ୱତନ୍ତ୍ର ପ୍ଲାନ ସହ ଗ୍ରାହକଙ୍କୁ ବିଏସଏନଏଲର ନୂଆବର୍ଷ ଭେଟି !

ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ନୂଆବର୍ଷ ଉପଲକ୍ଷେ ନିଜ ଗ୍ରାହକଙ୍କୁ ପାଇଁ ନୂଆ ଅଫର ଆଣିଛି । ବିଏସଏନଏଲ ପକ୍ଷରୁ ଜାରି ସୂଚନା ଅନୁସାରେ ୧୯୯୯ ଟଙ୍କାର ରିଚାର୍ଜରେ ଗ୍ରାହକଙ୍କୁ ୬୦ ଦିନ ଅଧିକ ବୈଧତା ମିଳିବ । ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ଏହି ସ୍ୱତନ୍ତ୍ର ଅଫର ବଡ…

ଆରଟିଆଇ କର୍ମୀଙ୍କ ହତ୍ୟାପାଇଁ ସୁପାରୀ କିଲରଙ୍କୁ ମିଳିଥିଲା ୧ଲକ୍ଷ ଟଙ୍କା: କନ୍ଧମାଳ ଏସପି

କନ୍ଧମାଳ: ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରେ ୨ ସୁପାରୀ କିଲରଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ରବିବାର ଦିନ କନ୍ଧମାଳ ଏସପି ପ୍ରତିକ ସିଂହ ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡାକୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା ।…

ବାଲେଶ୍ୱରରେ ଭାଙ୍ଗିଲା ନିର୍ମାଣଧିନ ରେଲୱେ ଓଭରବ୍ରିଜ୍; ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ରବିବାର ଦିନ କୌଣସିକାରଣବଶତଃ ଭାଙ୍ଗିଯିବାରୁ ରେଳଧାରଣା ଉପରେ ପଡିଯାଇଥିଲା । ଫଳରେ ଟ୍ରେନ୍ ଚଳାଳଚ ବାଧାପ୍ରାପ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣା ସେତେବେଳେ ଘଟିଲା,…