Latest Odisha News

BREAKING NEWS

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୮,୭୮,୨୫୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ଗୋଲଡେନ୍ ଟାଇଗର୍ ! ଦେଖନ୍ତୁ ଫଟୋ

ଆସାମ: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଅଛି ଗୋଟିଏ ଗୋଲଡେନ୍ ଟାଇଗର୍ (ସୁବର୍ଣ୍ଣ ବାଘ) । ଦେଖିବାକୁ ଭାରି କୌତୁକିଆ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆସାମର କାଜିରଙ୍ଗାରେ ରହିଛି ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଛି । କୁହାଯାଉଛି ଇଏ…

ଲାଲଗଡରୁ ପୁଡୁଚେରୀ, ଚାଷୀ ପୁଅକୁ ଡକ୍ଟରେଟ୍ ଡିଗ୍ରୀ

ମାଲକାନଗିରି: ପାଠ ପଢିବା ପାଇଁ ମନରେ ଦୃଢ ଇଚ୍ଛ ଶକ୍ତି ଥିଲେ କେହି ବି ହାର ମାନେନି । ଏହାର ଉଦାହରଣ ପାଲଟିଛନ୍ତି ମାଲକାନଗିରିର ମାନ୍ୟନକୋଣ୍ଡାର ଗଣନାଥ ଖିଲ । ପିଲାଟି ବେଳରୁ ପାଠ ପଢିବା ନେଇ ବହୁ ବାଧାବିଘ୍ନ ଆସିଥିଲେ ସୁଦ୍ଧା ନିଜର ଅଦମ୍ୟ ଇଚ୍ଛା ବଳରେ ସେ ଆଜି ଡକ୍ଟରେଟ୍ ହାସଲ…

ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

ନୂଆଦିଲ୍ଲୀ: କଂଗ୍ରେସରୁ ମୋହ ତୁଟି ଗଲାଣି । ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଏବେ ସଚିନ ପାଇଲଟ୍ । ହାତ ସହ ସମ୍ପର୍କ କାଟି ପଦ୍ମ ଧରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଆଜି ସେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିେର…

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ…

ହୋଣ୍ଡା ଏକ୍ସ-ବ୍ଲେଡ୍ ବିଏସ୬ vs ଟିଭିଏସ୍ ଆପାଚେ ଆରଟିଆର ୧୬୦ ବିଏସ୬, କେଉଁ ଗାଡ଼ି ସର୍ବୋତ୍ତମ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ହୋଣ୍ଡା ଭାରତୀୟ ବଜାରରେ ହୋଣ୍ଡା ଏକ୍ସ-ବ୍ଲେଡ୍ ଲଞ୍ଚ କରିଛି। ହୋଣ୍ଡା ଏକ୍ସ-ବ୍ଲେଡ୍ ବଜାରରେ ଟିଭିଏସ୍ ଆପାଚେ ୧୬୦ ବିଏସ୬ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏଠାରେ ଆମେ ଉଭୟ ବାଇକ୍ ର ବୈଶିଷ୍ଟ୍ୟ ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ସୂଚନା ଦେଉଛୁ। ଇଞ୍ଜିନ୍ ଏବଂ ଶକ୍ତି:…

‘ମାଇକ୍ରୋସଫ୍ଟ ଟିମ’ରେ ୧୦୦୦ ଉପଭୋକ୍ତା ଏକାସାଙ୍ଗରେ ଭିଡିଓ କଲ୍ କରିପାରିବେ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଏହାର ଉପଭୋକ୍ତାମାନଙ୍କ ପାଇଁ କରୋନା ଯୁଗରେ ଭିଡିଓ କନଫରେନ୍ସିଂର ବଦଳୁଥିବା ଧାରାକୁ ଧ୍ୟାନରେ ରଖି ନୂତନ ବୈଶିଷ୍ଟ୍ୟଗୁଡିକ ଉପସ୍ଥାପନ କରିଛି। ବର୍ତ୍ତମାନ ୧୦୦ ଉପଭୋକ୍ତା ନୂତନ ଏହି ନୂଆ ବୈଶିଷ୍ଟ୍ୟମାଧ୍ୟମରେ ଏକକାଳୀନ ଭିଡିଓ କଲ୍ କରିପାରିବେ।…

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ । ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଭେଞ୍ଚର୍ସ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌)  କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ…