ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ନେଇ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ
ପୁରୀ: ଶ୍ରାବଣମାସରେ ଶିବଙ୍କ ନିକଟତର ହେବା ପାଇଁ ସମସ୍ତେ ଚାହାନ୍ତି । ଏହାର ଏକ ମାଧ୍ୟମ ହେଲା ରୁଦ୍ରାକ୍ଷ ମାଳ ପରିଧାନ । ତେବେ ଏହାକୁ ପରିଧାନ କରିବା ନେଇ କେତେକ ନିୟମ ମାନିବା ଉଚିତ । ଶିବଙ୍କ ଲୁହ ବୁନ୍ଦାରୁ ରୁଦ୍ରାକ୍ଷର ଉତ୍ପତି ହୋଇଥିଲା । ଏହା ଏକମୁଖୀରୁ ୧୪ମୁଖୀ ପର୍ଯ୍ୟନ୍ତ ଅଛି ।…