ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶି ଫଳ
ତା୧୩-୭-୨୦୨୦ ସୋମବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୩ ରିଖ ସୋମବାର ମିଥୁନ ୨୯ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ୧୧ଟା ୧୭ମିନିଟ୍ ପର୍ଯ୍ୟନ୍ତ ତାପରେ ଅଶ୍ୱିନୀ…