ଓପୋ ୱାଚ୍ ଜୁଲାଇ ମାସରେ ଭାରତରେ ଲଞ୍ଚ ହେବ, ଜାଣନ୍ତୁ ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ
ନୂଆଦିଲ୍ଲୀ: ଚାଇନିଜ୍ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ଜୁଲାଇ ମାସରେ ଓପୋ ୱାଚ୍ ଲଞ୍ଚ କରିପାରେ। ଓପୋ ରେନୋ ୪ପ୍ରୋ ସହିତ ଏହି ଘଣ୍ଟା ପ୍ରଦାନ କରାଯିବ। ଜୁଲାଇ ତୃତୀୟ ସପ୍ତାହରେ ଭାରତରେ ଓପୋ ରେନୋ ସିରିଜ୍ ଲଞ୍ଚ କରାଯିବାର ଅଛି ।
ଗତ ମାର୍ଚ୍ଚରେ ଓପୋ ଫାଇଣ୍ଡ ଏକ୍ସ୨…