ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଖବର ଶୁଣି ଛାନିଆରେ ପ୍ରାଣ ହରାଇଲା ଅନ୍ୟଜଣେ ବିଚାରଧୀନ କଏଦୀ !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜେଲ ମଧ୍ୟରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି ।
ମୃତ କଏଦୀର ନାମ ତୁରୀ ମୁଣ୍ଡା ହୋଇଥିବା ବେଳେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି ।
ଜେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ,…