Latest Odisha News

BREAKING NEWS

ଶୁଭାରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତିକରଣ ଏବଂ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା…

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୋଆ, ହରିୟାଣା ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସମେତ…

ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଗାଳ୍ପିକ ତଥା ଲେଖକ ତରୁଣକାନ୍ତି ମିଶ୍ର ଚଳିତ ବର୍ଷର ମର୍ଯ୍ୟାଦାଜନକ 'କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର' ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ…

ଲେମ୍ବୁ ଚିପୁଡ଼ି ଫୋପାଡ଼ି ଦେଉଛନ୍ତି କି?; ଜାଣନ୍ତୁ କେଉଁ ଉପକାରରେ ଲାଗେ ଚୋପା !

ଭୁବନେଶ୍ୱର: ଆମ୍ଭେମାନେ ସାଧାରଣତଃ ଲେମ୍ବୁ ଖାଇବା ପରେ ତା’ର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି। ହେଲେ ଲେମ୍ବୁ ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଲେମ୍ବୁ ଚୋପାର ବ୍ୟବହାର ସମ୍ପର୍କରେ- ଲେମ୍ବୁ ଚୋପାକୁ ପେଷ୍ଟ କରି ନଖରେ…

ଯାଜପୁରରେ ଅଭିନବ ଉପାୟରେ ଆନ୍ଦୋଳନ; ରାସ୍ତାରେ ଶୋଇରହି ଯୁବକଙ୍କ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର: ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ମରାମତି ଦାବି କରି ସ୍ଥାନୀୟ ଯୁବକ ମାନେ ହେଲମେଟ ପିନ୍ଧି ରାସ୍ତାରେ ଶୋଇ ରହିଥିଲେ । ସୂଚନା ମୁତାବକ…

ରୋହିତ-ରାହୁଲ ଓ ଶ୍ରେୟସଙ୍କ ଧୁଆଁଧାର ବ୍ୟାଟିଂ; ଭାରତର ବିଶାଳ ୩୮୭ ରନ୍ !

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ବିନିମୟରେ କରିଛି ୩୮୭ ରନର ବିଶାଳ ସ୍କୋର । ଦୁଇ…

୧୦ ମିନିଟ ଚାର୍ଜରେ ୪୮୦ କିମି ଚାଲିବ ଏହି ବ୍ୟାଟେରୀ !

ଭୁବନେଶ୍ୱର: ମାର୍କେଟ ରେ ଇଲେକ୍ଟ୍ରିକ ଗାଡିର ଚାହିଦା ବଢିବାକୁ ଲାଗିଲାଣି | ଏହାକୁ ଦୃଷ୍ଟିରେ ରଖି ଗାଡି କମ୍ପାନୀ ମନେ ନୂଆ ନୂଆ ପରୀକ୍ଷଣ କରିବାକୁ ଲାଗିଲେଣି | ଆଗାମୀ ଦିନରେ ବଜାର କୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଗାଡି କବ୍ଜା କରିନେବ ଏଥିରେ ସନ୍ଦେହ ନାହିଁ | ହେଲେ ଭାରତରେ ଇଲେକ୍ଟ୍ରିକ…

ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ପାଇଁ ନୂଆ ପ୍ରୋଜେକ୍ଟ ଡାଇରେକ୍ଟର ରିତୁ କରିଧାଲ

ନୂୂଆଦିିିିିଲ୍ଲୀ: ଆଚନ୍ଦ୍ରଯାନ ମିଶନ -୨ ପ୍ରୋଜେକ୍ଟ ଡାଇରେକକ୍ଟର ଥିବା ଏମ ବନିତା ଏବେ ଆଉ ଚନ୍ଦ୍ରଯାନ ମିଶନ -୩ ପ୍ରୋଜେକ୍ଟ ର ଟିମ ରେ ନାହାଁନ୍ତି | ଚନ୍ଦ୍ରଯାନ ମିଶନ -୨ ର ଟିମ ଲିଡ଼ କରୁଥିବା ରିତୁ କରିଧାଲ ଙ୍କୁ ନୂଆ ପ୍ରୋଜେକ୍ଟ ଡାଇରେକକ୍ଟର ଭାବେ ଆଗାମୀ ଚନ୍ଦ୍ରଯାନ ମିଶନ -୩…

ନାଗରିକ ସଂଶୋଧନ ଆଇନକୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଏହାକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନାଗରିକତା ସଂଶୋଧନ…

ତୁଳସୀ ବିବାହକୁ ନେଇ କଣ ରହିଛି ପରମ୍ପରା, ଧାର୍ମିକ ଓ ପୌରାଣିକ ମହତ୍ତ୍ୱ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ। ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି…