Latest Odisha News

BREAKING NEWS

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ…

‘ମୋ ସରକାର’ରେ ସାମିଲ୍ ହେଲା ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ ‘ମୋ ସରକାର’ରେ ସାମିଲ ହେଲା । ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନେ ଏବେ ସିଧାସଳଖ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା ହୋଇପାରିବେ । ରାଜ୍ୟ ଲୋକସେବା…

ଫେବ୍ରୁଆରୀ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ମ୍ୟାଟ୍ରିକ୍ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୩ୟ ସପ୍ତାହ ଆଡ଼କୁ ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି । “ଏହି ମ୍ୟାଟ୍ରିକ୍ ପରୀକ୍ଷାର ପରୀକ୍ଷା ସୂଚୀ ମାଧ୍ୟମିକ ଶିକ୍ଷା ପରିଷଦ…

ପୁଣି କ୍ରିକେଟକୁ ଲେଉଟିବେ ଡ଼ି’ଭିଲିୟର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳି ଏବି ଡି’ଭିଲୟର୍ସ ଅନ୍ତର୍ଜାତୀୟ ମ୍ୟାଚକୁ ପୁନଃ ପ୍ରତ୍ୟାବର୍ତନ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କୁ ମନେଇବାରେ ଲାଗିଛି । ଡି’ଭିଲର୍ସ ୨୦୧୭ରେ ଅନ୍ତର୍ଜାତୀୟ…

ଓଡିଶା ଉପକୂଳରୁ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ସଫଳ ପରୀକ୍ଷଣ ମଙ୍ଗଳବାର ଦିନ କରାଯାଇଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି । ଏହି…

ହତ୍ୟା ଅପରାଧୀକୁ କୋର୍ଟରୁମରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ

ଅଦାଲତ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ଅପରାଧୀକୁ କିଛି ଅଜଣା ଦୁର୍ବୃତ୍ତଗୁଳିକରି ହତ୍ୟା କରିଛନ୍ତି । ଏହି ଅଭାବନୀୟ ଘଟଣାଟି ସମଗ୍ର ଉତ୍ତରପ୍ରଦେଶ ବିଜନୌରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । Bijnor: Four unidentified miscreants fired bullets at two persons in district…

ଓସ୍କାର ରେସରୁ ବାଦ୍ ପଡିଲା ‘ଗଲୀବୟ’

ନୂଆଦିଲ୍ଲୀ: ରଣବୀର ସିଂ ଓ ଆଲିଆ ଭଟ୍ଟ ଅଭିନୀତ ବଲିଉଡ ଫିଲ୍ମ 'ଗଲୀବୟ' ଓସ୍କାର ଶର୍ଟ ଲିଷ୍ଟରୁ ବାଦ୍ ପଡିଛି । ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଇଣ୍ଟର ନ୍ୟାଶନାଲ ଫିଚର ତାଲିକାରେ ସାମିଲ କରାଯାଇଥିଲା । ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ, କେସରୀ, ବଧାଇ ହୋ, ଆର୍ଟିକିଲ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ କୁତାମଚଣ୍ଡୀ; ଦେବୀଙ୍କ ପ୍ରଭାବରେ ମନ୍ଦିର ଛାଇ ମାଡ଼ିପାରନ୍ତିନି କୁକୁର !

ପୁରୀ: ମୁକ୍ତିମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତା) ଉପରେ ବିରାଜିତା ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ କୁତାମ ଚଣ୍ଡୀ ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାଖ କାନ୍ଥରେ (ଜଗମୋହନ ଆଡକୁ ମୁହଁ କରି) ଏକ କୁକୁର…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ମଙ୍ଗଳବାର ଓ ବୁଧବାର (ଡିସେମ୍ବର ୧୭ ଓ ୧୮) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବଜେ୍ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…