ଖୋର୍ଦ୍ଧା କ୍ଲିନିକର ଗୁଳିକାଣ୍ଡ ପଛରେ ସୁପାରି କିଲରର ହାତ: ପୋଲିସ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କ୍ଲିନିକ୍ ଉପରେ ହୋଇଥିବା ଗୁଳିମାଡ ଘଟଣା ପଛରେ ସୁପାରି କିଲରର ହାତଥିବା ନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଦାବି କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ତଳେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ…