ମହଙ୍ଗା ପଡିଲା ମାଇଁ ପ୍ରେମ: ମାମୁଁ ଠେଙ୍ଗା ମାଡ଼ରେ ଭଣଜା ମୃତ
ବେଲଗୁଣ୍ଠା: ମାମୁଁର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଛି ଭଣଜା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲକୁଣ୍ଠା ଅଞ୍ଚଳରେ ।
ପ୍ରାପ୍ତ ସୂଚନା ଅନୁଯାୟୀ, ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା ।ମୃତ କୃତିବାସ ନିଜ ମାମୁଁ ଗୋପାଳର ଘରେ ୭/୮ ବର୍ଷ…