Latest Odisha News

BREAKING NEWS

ଅଜିତ ସାରଙ୍କ ପାଇଁ ମୁଁ ଅଭିନେତା ଓ ନିର୍ଦ୍ଦେଶକ ହୋଇପାରିଛି : ଲିକୁନ ଚୌଧୁରୀ

ଲିକୁନ ଚୌଧୁରୀ (ଅଜିତ ଦାସଙ୍କ ଏକାଦଶାହ ଅବସରରେ) ୧୯୯୮ ମସିହା ଜୁଲାଇ ୧୨ । ସେଦିନ ମୁଁ ବହୁତ ଖୁସି ଥିଲି । କାରଣ ସେଦିନ ମୋ ଜନ୍ମ ଦିନ ଥିଲା । କଲେଜର ପ୍ରଥମ ବର୍ଷରେ ପ୍ରଥମ ଉପହାର ସେ ପୁଣି ମୋ ଗୁରୁ ଅଜିତ ସାର ଓ ମାୟା ମ୍ୟାଡାମଙ୍କଠୁ ପାଇଥିଲି । ସେଦିନ ମତେ ଅନୁଭବ ହେଲା ଯେ ମୁଁ…

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି । ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା…

ଅକ୍ଟୋବରରୁ ବିଜୁଳି ମହଙ୍ଗା, ୟୁନିଟ ପିଛା ବଢ଼ିବ ୨୦ ପଇସା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର । ୟୁନିଟ୍ ପିଛା ଦର ୨୦ ପଇସା ମହଙ୍ଗା ହେବ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗ ହେବ ବର୍ଦ୍ଧିତ ଦର । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଅକ୍ଟୋବର ୧୫ ତାରିଖରେ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ କରିବ ରୁଷିଆ

ମସ୍କୋ: କରୋନା କାଳରେ ପୁଣି ସାରା ବିଶ୍ୱକୁ ଖୁସି କରିବା ଭଳି ଖବର ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ରୁଷିଆ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ ଆରମ୍ଭ କରିବ । ଆଜି ଏନେଇ ନିଜେ ପୁଟିନ୍ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭ୍ୟାକସିନକୁ ବିକଶିତ କରିଛନ୍ତି ଭେକ୍ଟର…

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ । ଦଳର…

ଓଡିଶାରେ ଆଇପିଏସ ସ୍ତରରେ ବଡ଼ ବଦଳି: ୱାଇ କେ ଜେଠୱା ନୂଆ ADGP (L&O) ନିଯୁକ୍ତ; ରେଖା ଲୋହାନି ହେଲେ Addl CP

ଭୁବନେଶ୍ୱର: ବୁଧବାର ଦିନ ଓଡିଶା ସରକାର ଆଇପିଏସ କ୍ୟାଡରରେ ବଦଳି କରି ନଅ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ତିନିଜଣ ଅଧିକାରୀ ଅରୁଣ କୁମାର ରୟ, ୱାଇ କେ ଜେଠୱା ଏବଂ ରିତୁ ଆରୋରାଙ୍କୁ ଯଥାକ୍ରମେ ADGP (ଯୋଗାଯୋଗ), ADGP (L & O) ଏବଂ…

ଦୀପିକା, ସାରା, ଶ୍ରଦ୍ଧା କପୁର ସମେତ ଏସବୁ ଅଭିନେତ୍ରୀଙ୍କୁ NCBର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କର ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଯେତିକି ଆଗେଉଛି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଡ୍ରଗ୍ସ ଲିଙ୍କରେ ବଢିଛି ବଲିଉଡ୍ ବିୟୁଟି ତଥା ମସ୍ତାନୀ ଗର୍ଲ ଦୀପିକା ପାଦୁକୋନଙ୍କ ଅଡୁଆ । ହାଜର ହେବାକୁ ସମନ କରିଛି…

ଆରମ୍ଭ ହେବ କୋଭିଡ ସପ୍ତାହ, ହାରିବ କରୋନା!!

ବ୍ରହ୍ମପୁର: ଆସନ୍ତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ସପ୍ତାହବ୍ୟାପୀ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ । କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ମେସେଜ୍ ମାଧ୍ୟମରେ ମଧ୍ୟ ପ୍ରଶାସନକୁ…

[ଦେଖନ୍ତୁ ଭିଡ଼ିଓ] ଭାରତୀୟ ସେନାର ପରାକ୍ରମ ଦେଖି ଭୟରେ କାନ୍ଦୁଛନ୍ତି ଚୀନ ସୈନିକ

ବେଜିଙ୍ଗ: ସୀମାରେ ଭାରତୀୟ ସେନାର ଶକ୍ତି ଦେଖି ଭୟଭୀତ ହୋଇପଡିଛନ୍ତି ଚୀନ ସୈନିକ। ଏପରିକି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଗଲାଣି । ଚାଇନାର ସୈନିକ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କାନ୍ଦୁଥିବାର ଦେଖାଯାଉଛି। ଭାରତ ସୀମାରେ…

ଲଗାତାର ବର୍ଷାରେ ବେହାଲ ସ୍ୱପ୍ନ ନଗରୀ ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାସ୍ତା ଓ ରେଳ ଚଳାଚଳ ବ୍ୟାହତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସାରା ସହରରେ ବର୍ଷା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ରାତିସାରା କିଛି ଘଣ୍ଟା ଧରି ପ୍ରବଳ ବର୍ଷା…